ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାମେଶ୍ୱର ମନ୍ଦିରରେ ଶୀତଳ ସଷ୍ଟି ଅନୁଷ୍ଠିତ

କାମାକ୍ଷାନଗର (ମନିସ )24/5/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତେନ୍ତୁଳିସିଂହା ଗ୍ରାମର ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିରରେ ଦୀର୍ଘ ୨୫ ବର୍ଷ ଧରି ଏଯାବତ୍ ଶୀତଳ ସଷ୍ଟି ବା ମହାଦେବ ଶିବ ଓ ମାତା ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହେଉ ଅଛି। ବିଭିନ୍ନ ଅଞ୍ଚଳରୁ ସଙ୍କୀର୍ତ୍ତନ ଗୋଷ୍ଠୀ, ଶ୍ରଦ୍ଧାଳୁ, ବ୍ରତାଚାରି ଉକ୍ତ ପବିତ୍ର ଉତ୍ସବରେ ଯୋଗ ଦେଇ ଏହି ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜେଇ ଦେଇଥାନ୍ତି।

ଏହି ପରିପ୍ରେ୍ଷୀରେ ମନ୍ଦିର କମିଟି ପକ୍ଷରୁ ବେଶ ଉତ୍ସାହ ସହ ପାଳନ କରାଯାଉଛି। ଏଥି ନିମନ୍ତେ ଆଖ ପାଖ ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟୁଛି l 

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବ୍ରହ୍ମବିଦ୍ୟା ବିହଙ୍ଗମ ଯୋଗ ସନ୍ତ ସମାଜର ସ୍ୱର୍ବେଦ ଯାତ୍ରା

Sunil Chandra Nayak

୪୦ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ଚାରିଛକ ଦୂର୍ଗା ପୂଜା । ବଲାଙ୍ଗୀର ର ମାଆ ମେଲୋଡ଼ି ବଜାଶାଲ ତାଳରେ ଝୁମିଲେ ଦର୍ଶକ….

Sunil Chandra Nayak

ଖସିଗୁଡା ରେ ବହୁଡାଯାତ୍ରା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!