ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ୱାର୍ଡ ମେମ୍ବରସଂଘ ର ବିଧାୟକ ଙ୍କୁ ତିନି ଦାବୀ ସମାଧାନ ପାଇଁ ନିବେଦନ 

ତେନ୍ତୁଳିଖୁଣ୍ଟି 08/06/33 // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ୱାର୍ଡ ମେମ୍ବର ସଂଘ ତିନି ଟି ଦାବୀ ସମାଧାନ ପାଇଁ ନବରଙ୍ଗ ପୁର ବିଧାୟକ ସଦାଶିବ ପ୍ରଧାନୀ ଙ୍କୁ ନିବେଦନ କଲେ। ପ୍ରଧାନ ମନ୍ତ୍ରୀ ଆବାସ ଗୃହ କାର୍ଯ୍ୟାଦେଶ ତୁରନ୍ତ ପ୍ରଦାନ। ଖାଉଟି କାର୍ଡ ରେ ନୂତନ ସଦସ୍ୟ ଙ୍କ ନାମ ପଞ୍ଜୀକରଣ ତଥା ଖାଉଟି କାର୍ଡ ନଥିବା ପରିବାର କୁ ଖାଉଟି କାର୍ଡ ପ୍ରଦାନ। ବୃଦ୍ଧ ବୃଦ୍ଧା ବିଧବା ବିକଳାଙ୍ଗ ଙ୍କୁ ହାତା ହାତୀ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି। ଏହି ସମୟରେ ସଭାପତି ଭଜମନ ସିଂ ,ଉପସଭାପତି ମାଳା ନାଗ ,ସୁଜିକ କୁମାର ନାୟକ ,ସରୋଜିନୀ ଟା କ୍ରୀ ସୁରଜ ଗରଡ଼ା ,କୁନୁ ହରିଜନ ପ୍ରମୁଖ ବିଭିନ୍ନ ପଞ୍ଚାୟତ ର ସଦସ୍ୟ ଉପସ୍ଥିତ ଥିଲେ। ସହୃଦୟତା ସହ ସମାଧନ କରିବା ପ୍ରତିଶୃତି ବିଧାୟକ ଦେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ, ସାମ୍ୱାଦିକ ମହଲରେ ଶୋକର ଛାୟା

Sunil Chandra Nayak

ଆଜାଦିକା ଅମୃତ ମହୋତ୍ସବ ର ଅମୃତ ବଟିକା କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ପୌରାଞ୍ଚଳର ସମସ୍ତ ଓ୍ବାର୍ଡରେ ଅର୍ପଣ ରଥ ପରିକ୍ରମାକୁ ଭବ୍ୟ ସ୍ଵାଗତ ଓ ଉଦଯାପିତ 

masiha

Leave a Comment

error: Content is protected !!