ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଏମବିକେ ଓ ସିଆରପିସି ନିଯୁକ୍ତି ପ୍ରଦାନ

ଚିଲିଗୁଡା ( ମ ନି ସ )  ବିଜୟିନୀ ବ୍ଲକ ସ୍ତରୀୟ ସଂଘ ଜୁନାଗଡ଼ ମିଶନ ଶକ୍ତି ବିଭାଗ ତରଫରୁ ଓଡିଶା ଜୀବିକା ମିଶନ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ପରିସରରେ ଏ ମବିକେ ଓ ସି ଆର ପି ସି ନିଯୁକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ସଂଘ ସଭନେତ୍ରୀ ଅଞ୍ଜଳି ମୁଣ୍ଡ ସଭାପତିତ୍ୱ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ମବିକେ ଓ ସି ଆର ପି ସି ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ସୁନିତା ବିହାର ଏ ମବିକେ ଏବଂ ସି ଆର ପି ସି ଭାବରେ ବିନୋଦିନି ପଟେଲ ,ପଦ୍ମାବତୀ ପଟେଲ ,ସସ୍ମିତା ପାନ ,ନେପୁର ମାଝୀ ଏବଂ ରେଣୁକ। ଭାଟି ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇ ଥିଲା । କାର୍ଯ୍ୟକ୍ରମ ରେ ଇସି ସଭ୍ୟ। ସ୍ୱର୍ଣ୍ଣ ଲତା ନ।ଏକ ,ଉଜଳ ପଟେଲ ,ସସ୍ମିତା ପାତ୍ର ଏବଂ ଶୋଭାଗିନୀ ନ।ଏକ ପ୍ରମୁଖ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଉତ୍ତମ ଚରିତ୍ର ଓ ଯୌଥ ପରିବାରର ମହତ୍ତ୍ୱ ଉପରେ ଆଲୋଚନାଚକ୍ର 

Sunil Chandra Nayak

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିବସ ପାଳନ କଲେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!