ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାସୀ ଗାଁ ରେ ଆନ୍ତର୍ଜାତିକ ଯୋଗ ଦିବସ

ଚିଲିଗୁଡା // ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ସ୍କୁଲ ଖେଳ ପଡିଆ ଠାରେ ଆୟୁଷ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦାସୀ ଗାଁ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି ।ଏହି ଅବସରରେ ଦାସୀ ଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ଡକ୍ଟର ଯତୀନ୍ଦ୍ର ପ୍ରସାଦ ପାଢ଼ୀ ସଭାପତିତ୍ୱ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ନାରାୟଣ ପାଢ଼ୀ ,ଶରତ ଚନ୍ଦ୍ର ପଣ୍ଡା ,ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ ତିଆ ,ସରୋଜ କାନ୍ତ ଖମାରି ,ଶିକ୍ଷକ ବିଜେ ନାଗ ,ବ୍ରଜେନ୍ଦ୍ର ପଣ୍ଡା ,ଆଦିତ୍ୟ ପଣ୍ଡା ପ୍ରମୁଖ ଯୋଗ ଦାନ କରି ଥିଲେ ।ଏଥିରେ ଗ୍ରାମବାସୀ ,ଶିକ୍ଷକ ,ସ୍କୁଲ ଛାତ୍ର ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମ ରେ ମୁକୁନ୍ଦ ଗହୀର ଏବଂ ଗୋପୀନାଥ ବାଗ ପ୍ରମୁଖ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଏନ୍ଏସି ପାଖ ଭୂତଳ ପୋଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର

Sunil Chandra Nayak

ଧୁମାଭଟା ଗ୍ରା.ପ ହଟକଟ ଗ୍ରାମରେ ମଟରଚଣା ବଣ୍ଟନ 

masiha

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Sunil Chandra Nayak

Leave a Comment

error: Content is protected !!