ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଜୀବନୀ ସେବା ଫାଉଣ୍ଡେସନ ସ୍ୱେଚ୍ଛାସେବୀଙ୍କ ଶ୍ରୀକ୍ଷେତ୍ର ପୁରୀରେ ସେବାକାର୍ଯ୍ୟ

କଟକ : ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନ ଏବଂ ଏଟିଏଚ ଗ୍ରୁପ ଓଡିଶାର ମିଳିତ ପ୍ରୟାସରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟବଣ୍ଟନ,ଜଳ ବଣ୍ଟନ,ବଡ଼ ଦାଣ୍ଡ ସ୍ୱଛତା ନିମନ୍ତେ ସଫେଇ କାଯ୍ୟକ୍ରମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା କରାଯାଇଥିଲା l ଉକ୍ତ କାଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସମାଜସେବୀ ଦୀପକ ଶ୍ରୀବତ୍ସଵ,ଅବସରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ମହାନ୍ତି,ପ୍ରଧାନ ଶ୍ରୀକ୍ଷୟତ୍ରି ଅର୍ଣ୍ଣପୂର୍ଣା ସାହୁ,ଏଟିଏଚ ଗ୍ରୁପ ଓଡିଶାର ସଭାପତି ରଘୁନାଥ ପଣ୍ଡା ଉଦୁଘାଟାନ କରିଥିଲେ l ସଂଗଠନର ସଭାପତି ସୌମ୍ୟରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ,ସଦସ୍ୟ ରଞ୍ଜନ କୁମାର ସାହୁ, କିଶୋର ଚନ୍ଦ୍ର ଦାସ,ଜ୍ଞାନେନ୍ଦ୍ର ବିଶ୍ୱାଳ, ଗବେଷକ ସାଗର ପ୍ରଧାନ,ଭକ୍ତିପ୍ରସାଦ ମିଶ୍ର,ସଂଗ୍ରାମ ବେହେରା,ବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସେବାକାଯ୍ୟରେ ନିଜକୁ ନିୟୋଜିତ କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

masiha

ସୀମାନ୍ତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ବାର୍ଷିକ ପାଠଚକ୍ର

masiha

Leave a Comment

error: Content is protected !!