ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛୁଆ ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼ 

 ମୟୂରଭଞ୍ଜ – ୨୮/୬ (ମସିହା) ଛୁଆ ଚୋର ସନ୍ଦେହରେ ଯଶିପୁର ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଯଶୀପୁର ଥାନା କେନ୍ଦୁମୁଣ୍ଡି ଗାଆଁରୁ ଛୁଆ ଚୋରି କରୁଥିବା ନେଇ ଅଭିଯୋଗ, ଘଟଣା ସ୍ଥଳରୁ ଯଶିପୁର ପୋଲିସ ଛୁଆ ଚୋରକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଜାରି , ଚୋର ଠାରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରିଥିବା ସ୍ଥାନୀୟ ଲୋକଙ୍କ ସୂଚନା,ଏଇ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଲୋକେ ଆତଙ୍କିତ ଥିବା ଜଣା ପଡିଛି । ତେବେ ଛୁଆ ଚୋରି କରୁଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି ନଥିବା ବେଳେ,ଏ ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳି ପାରିନି ।ଲୋକଟି ମାନସିକ ବିକୃତି କି ଆଉ କ’ଣ ପୋଲିସ ତଦନ୍ତ କରୁଛି?

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମପାଣି ଘାଟିରେ କାର ଟ୍ରକ ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର

masiha

ପଡ଼ି କାର୍ଡ ପାଇବାକୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ

masiha

ନୃତ୍ୟ ପ୍ରଜ୍ଞା ଉତ୍ସବ ୨୦୨୬: ମନ ମୋହିଲା ଲକି ପ୍ରଜ୍ଞାଙ୍କ ଚିତାକର୍ଷକ ପ୍ରଦର୍ଶନ 

Sunil Chandra Nayak

Leave a Comment

error: Content is protected !!