ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଦ୍ୱାରା ପ୍ର ଧାନମନ୍ତ୍ରୀ ଆବାସ ଗୃହର ଭୂମି ପୂଜନ

ଗୋଲାମୁଣ୍ଡା /30/6/23/ନିର୍ଭୟ, ନିରପେକ୍ଷ ମସିହା // ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ବୋରଗୁଡା ଗ୍ରାମପଞ୍ଚାୟତରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ଭୂମି ପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭର ଉଦଘାଟନ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ବୋରଗୁଡା ପଞ୍ଚାୟତର ବନ୍ଦାଗାଁ ଧରଣୀ ମନ୍ଦିରରେ ମୁଖ୍ୟଅତିଥିଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ଙ୍କ ନେତୃତ୍ୱରେ ଶୁଭଉଦଘାଟନ ହୋଇ ଯାଇଛି। ଏହି  ଉତ୍ସବ ରେ ସରପଞ୍ଚ ଜୟରାମ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ମିତାଞ୍ଜଳି ଦାସ, ପିଇଓ ଅଲେଖ ସା, ୱାର୍ଡମେମ୍ୱର ମଦନ ସୁନାନି, ଧ୍ୱଜଳ ଲହଜଳ, କୌଶଲ୍ୟା ସୁନାନୀ, ଶସ୍ମିତା ବାଗ ପ୍ରମୁଖ ତଥା ହିତାଧିକାରୀ ଓ ବହୁ ମାନ୍ୟ ଗଣ ବ୍ୟାକ୍ତିଙ୍କ ଉପସ୍ଥିତରେ ସର୍ବ ପ୍ରଥମେ ବନ୍ଦାଗାଁରୁ ଭୂମିପୂଜନ ହେଲାପରେ, ବୋରଗୁଡା, ପୁଟିଆଚୁରା, କୁତ୍ରାଚୁଆ,ଏଭଳି ଚାରି ଗୋଟି ଗ୍ରାମର ସର୍ବ ମୋଟ122,ଜଣ ହିତାଧିକାରୀଙ୍କୁ ଶପଥ ପାଠ କାର୍ଯ୍ୟ କରାଇ ଥିଲେ, ବିଡ଼ିଓ ଙ୍କ ଏଭଳିମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମକୁ ନେଇ ଅଂଚଳ ବାସି ଓ ହିତାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହ

Related posts

ଦାଦନ ରାଇଜର କରୁଣ କାହାଣୀ   ଭଉଣୀ ହାତରେ ପରିବାର ବୋଝ  ପହଞ୍ଚି ପାରୁନି ସରକାରୀ ସହାୟତା 

masiha

ଦକ୍ଷତା ବିକାଶ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ପଲିଟେକ୍ନିକ ଓ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ

masiha

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

Leave a Comment

error: Content is protected !!