ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନାରାୟଣପାଟଣା ର ହରିଜନ ସାହିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ମାନ୍ୟବର ବିଧାୟକ ପ୍ରଭୁଯାନୀ 

ନାରାୟଣପାଟଣା 30/06/23 // ନାରାୟଣପାଟଣା ର ହରିଜନ ସାହିର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ମାନ୍ୟବର ବିଧାୟକ ପ୍ରଭୁଯାନୀ l ଆଜିକାଲି ଯୁବପିଡି ମାନଙ୍କୁ ଆକୃଷ୍ଟ କରୁଛି କ୍ରିକେଟ ଖେଳ ।ସେଥିପାଇଁ ନାରାୟଣପାଟଣା ପରି ପଛୁଆ ବ୍ଲକର ପିଲା ଖେଳ ପ୍ରତି ଆକୃଷ୍ଟ ହୋଇ ଏକ ଟର୍ଣ୍ଣମେଣ୍ଟ ଆୟଯୋନା କରିଛନ୍ତି ଏବଂ 16 ଟି ଟିମ୍ କୁ ନେଇ ଖେଲାଉଛନ୍ତି।ସେଥି ମଧ୍ୟରୁ ଆଜି ପ୍ରଥମେ ତଳଗୁମଣ୍ଡି ପଞ୍ଚାୟତର ବାରି ଟିମ୍ ସହ କୁମ୍ବାରି ପଞ୍ଚାୟତର ଶିରୀଗୁଡା ଟୁର୍ଣ୍ଣାମେଣ୍ଟ ଟିମ ସହିତ ଖେଳ ଆରମ୍ଭ କରାଯାଇଥିଲା ଏହି ଖେଳରେ 16 ଓଭର୍ ଖେଳ କରାଯାଉଛି। ପ୍ରଥମେ ମେଚ୍ ତଳଗୁମାଣ୍ଡି ବାରି ଟିମ୍ ବିଜୟ ଲାଭ କଲା।

ଏହି ଟର୍ଣ୍ଣମେଣ୍ଟରେ ମୂଖ୍ୟ ଅତିଥି ଭାବରେ ବିଧାୟକ ପ୍ରଭୁଜାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମୀତା ମେଲେକା ,ପୂର୍ବତନ ସଂସଦ ଝିନ୍ନ ହିକକା ,କୌଶଲ୍ୟା ହିକକା, ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ଲଷ୍ମୀପୂରୁ ବ୍ଲକ ଅଧକ୍ଷ ନାରାୟଣପାଟଣା ବିଜେଡି ସଭାପତି ଏସ ଏଗୀ,ବିଧାୟକ ପ୍ରତିନିଧି କେ ସାୟା ରାଜୁ,ଯୁବ ସଭାପତି ଏନ ବିନଦ କୁମାର, ଦୟାନିଦି ପ୍ରଧାନ ପ୍ରମୁଖ ଉପସ୍ଥିତ ରେ ଫିତାକାଟୀ ଉଦଘାଟନ କରାଯାଇଥିଲା ।ପ୍ରଥମେ ଅତିଥି ବୃନ୍ଦ ଠାକୁରଙ୍କ ନାମରେ ନଡ଼ିଆ ମାରି ପୂଜା ଅର୍ଚ୍ଚନା କରି ପିତା କାଟି ଉଦଘାଟନ କରିଥିଲେ । ଅତିତି ମାନଙ୍କ ଏହିଭଳି ସହଜୋଗ ପାଇଁ ନାରାୟଣପାଟଣା ବ୍ଲକର ଯୁବପିଡିରେ ବହୁତ ପ୍ରଶଂସା ଲହରି କେଳିଯାଇଛି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସୁବର୍ଣ୍ଣ ରେଖା ହାଇସ୍କୁଲ ରେ ବାର୍ଷିକୀ କ୍ରୀଡା ଉତ୍ସବ ଉଦଘାଟନ

masiha

ତେରେସିଂହା କପ୍ ଫୁଟବଲ୍: ବଡ଼ମାଳ ଦଳ ବିଜୟୀ

Sunil Chandra Nayak

ଖେଲୋ ଇଣ୍ଡିଆ ବିଚ୍ ଗେମ୍ ରେ ନବରଙ୍ଗପୁର ଜିଲ୍ଲା ଖେଳାଳିଙ୍କ ସଫଳତା

masiha

Leave a Comment

error: Content is protected !!