ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓ କ୍ୟାମ୍ପ ଠାବ

ନୂଆପଡା ଜିଲ୍ଲା ସିନାପାଲି ଥାନା ଝୋଲାପଡା ଜଙ୍ଗଲ ରେ ଏକ ମାଓ କେମ୍ପ କୁ ଠାବ କରିଛନ୍ତି ଜବାନ ମାନେ ମାଓ କେମ୍ପ ବହୁ ସଂଖ୍ୟା ରେ ମାଓ ସାମଗ୍ରି କୁ ଜବତ କରିଛନ୍ତ୍,ଗତ ୨୭ ତାରିଖ ଦିନ ବୋଡେନ ବ୍ଲକ ର ପାଟଦରା ଜଙ୍ଗଲ କୁ ମାଓବାଦୀ ମାନେ ବହୁ ସଂଖ୍ୟା ରେ ଆସିଥିବା ନୂଆପଡା ପୋଲିସ କୁ ବିଶେଷ ସୁତ୍ର ରୁ ଖବର ଆସିଥିଲା,ନୂଆପଡା ଆରକ୍ଷୀ ଅଧ୍ୟକ୍ଷକ ଙ୍କ ନେତୃତ୍ୱରେ  ସିଆରପିଏଫ,ଡିଭିଏଫ ଓ ଏସଓଜି ଜବାନ ମାନେ ମିଲିତ ଭାବରେ ବୋଡେନ ବ୍ଲକ ର ପାଟଦରା ଓ ସିନାପାଲି ର ନଙ୍ଗଲବୋଡ ଜଙ୍ଗଲ ରେ କୁମ୍ବି ଅପରେସନ କରିଥିଲେ,ଗତ ୨୯ ତାରିଖ ଦିନ ଜବାନ ମାନେ ସିନାପାଲି ର ଝୋଲାପଡା ଜଙ୍ଗଲ ରେ କୁମ୍ବି ଅପରେସନ ସମୟ ରେ ମାଓବାଦୀ ଜବାନ ମାନଙ୍କୁ ଦେଖି ଛତ୍ର ଭଙ୍ଗ କରି ଫେରାର ହୋଇଯାଇଥିଲେ,ମାଓ କେମ୍ପ ରୁ ୧ ହେଣ୍ଡ ଗ୍ରେନେଡ, ଗୋଟିଏ ରେଡିଓ,୨ ଟି ବେଟେରି,ମାଓ ପୋଷାକ, ଲିଟରେଚର ବହି,ଔଷଧ ପତ୍ର ସହ ବହୁ ସାମଗ୍ରି କୁ ଜବତ କରି କୁମ୍ବି ଅପରେସନ କୁ ଛତିସଗଡ ସିମାନ୍ତ ରେ ବ୍ୟାପକ କରିଥିବା ନୂଆପଡା ଏସପି ସାମ୍ବାଦିକ ସମ୍ମିଲନୀ ରେ ସୁଚନା ଦେଇଛନ୍ତି.।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳ ଗଣଦୁଷ୍କର୍ମ ମାମଲା:ବନ୍ଧା ହେଲେ ଚାରି ଗଣଦୁଷ୍କର୍ମକାରୀ  

masiha

Vigilance Department Catches CDPO and Clerk Red-Handed in Rayagada

masiha

ଧର୍ଷଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ : ୭ ବର୍ଷ ଜେଲ ଦଣ୍ଡାଦେଶ ରାୟ ପ୍ରଦାନ କଲେ ଧର୍ମଗଡ ସହାୟକ ଦୌରା ଜଜ୍ କୋର୍ଟ

Sunil Chandra Nayak

Leave a Comment

error: Content is protected !!