ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଳ୍ପୀ ଗତି କୃଷ୍ଣ ନାଏକ ପାଇଲେ ଶରତ କୁମାର ରଥ ମେମୋରିଆଲ ପୁରସ୍କାର 2023

କାମାକ୍ଷାନଗର (ମନିସ )27/7/23 // ଭୁବନେଶ୍ୱର ସ୍ଥିତ,ଧଉଳି ଚାରୁ କଳା ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ 2023 ପାଳନ ଉତ୍ସବ ରେ ଢେଙ୍କାନାଳ ମାଟିର ପୁଅ ପୁରସ୍କୃତ ହୋଇଛନ୍ତି l ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଅନ୍ତର୍ଗତ ବିଦ୍ୟାଧର ପୁର ର ଗଦାଧର ନାଏକ ଙ୍କ ପୁତ୍ର ଶିଳ୍ପୀ ଗତିକୃଷ୍ଣ ନାଏକ କୃତିତ୍ୱ ଲାଭ କରିଛନ୍ତି l ଧଉଳି ପାଦଦେଶ ରେ ରହିଥିବା ଧଉଳି ଚାରୁ କଳା ମହାବିଦ୍ୟାଳୟର ଉତ୍ସବ ରେ ଶିଳ୍ପୀ ଗତିକୃଷ୍ଣ ନାଏକ ଙ୍କୁ ତାଙ୍କର ଭାସ୍କର୍ଯ୍ୟ କଳା କ୍ଷେତ୍ରରେ ରହିଥିବା ଅବଦାନ ଙ୍କୁ ପାଥେୟ କରି ଏହି ପୁରସ୍କାର ପ୍ରଦାନ କରାଯାଇଛି l ଯେଉଁ ସଭାରେ ମୁଖ୍ୟ ଅତିଥି ରୂପେ, ରାଜ୍ୟ ସରକାର ଙ୍କ ସି. ଏସ. ଆର କାଉନସିଲ ମେମ୍ବର ଏବଂ ମେଣ୍ଟର ଆଇ. ଆଇଟି ଆଇ ଏସ.ଏମ,ଧନବାଦ ର ସଂଜିତ କୁମାର ବେହେରା, ସାନମାନୀୟ ଅତିଥି ବିଶିଷ୍ଟ ଶିଳ୍ପୀ ବିନୋଦ ମହାରଣା, ସସ୍ମିତା ମହାନ୍ତି, ମୁଖ୍ୟ ବକ୍ତା ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଓ ଲଳିତ କଳା ଏକାଡେମୀ ର ସଚିବ ଡ.ପଞ୍ଚାନନ ସାମଲ ଏବଂ ମହାବିଦ୍ୟାଳୟ ର ଅଧକ୍ଷ ଚନ୍ଦନ କୁମାର ସାମଲ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କାମାକ୍ଷାନଗର ମେଡ଼ିକାଲରେ ବିପତ୍ତି ମୁକାବିଲା ପାଇଁ ମକ୍ ଡ୍ରିଲ ଦେଖାଇଲା ଅଗ୍ନିଶମ ବିଭାଗ

Sunil Chandra Nayak

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କଲେ ରାଜ୍ୟସଭା ସାଂସଦ 

masiha

୨୫ ତମ କଳାହାଣ୍ଡି ଘୁମୁରା ଉତ୍ସବ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!