ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଥାନାରେ ଯୋଗଦେଲେ ନୂତନ ମହିଳା ଥାନା ଅଧିକାରୀ

କୋକସରା,୩୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ଥାନାରେ ନୂତନ ଆଇଆଇସି ଭାବେ ସୋମବାର ରନିତା ପ୍ରଧାନ ଯୋଗଦାନ କରିଛନ୍ତି।ଏହା ପୂର୍ବରୁ ସେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ଥିବା ବେଳେ କୋକସରା ଥାନାର ପୁର୍ବତନ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।ଥାନାରେ ନୂତନ ଆଇଆଇସିଙ୍କୁ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ସ୍ୱାଗତ କରିଥିଲେ। କୋକସରା ଥାନା ଅଞ୍ଚଳରେ ଆଇନ ସୁରକ୍ଷା ଓ ଅପରାଧିକ କାର୍ଯ୍ୟକଳାପ ସହ ଟ୍ରାଫିକ ନିୟନ୍ତ୍ରଣ, ସଡକ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କହିଛନ୍ତି । ଏହାସହ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜନ ସାଧାରଣଙ୍କ ସହଯୋଗ କାମନା କରିଛନ୍ତି l

ମସିହା ନିୟୁଜ୍ ସର୍ଭିସ୍ 

Related posts

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ରାଉରକେଲା ଗସ୍ତ

masiha

ଖଡ଼ିଆଳରେ ମହାବନ୍ଦ ସଫଳ 

masiha

ମେଦିନୀପୁର ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!