ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ୁରା ସମାଜ ଭୁବନେଶ୍ୱର ଶାଖାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭବନେଶ୍ୱର୍ // ଆଜି ଉତ୍କଳ ଖଡ଼ୁରା ସମାଜ ର ଭୁବନେଶ୍ୱର ଶାଖା ତରଫରୁ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା ।ଏହି ସଭା ରେ ପ୍ରାୟତଃ ଭୁବନେଶ୍ୱର ରୁ ପାଖା ପାଖି ୮୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ ।ଏହି ସଭାରେ ଉତ୍କଳ ଖଡ଼ୁରା ସମାଜ ର ମାନ୍ୟବର ସଭାପତି ଶ୍ରୀ ଗିରିଶ ନାୟକ,ସମ୍ପାଦକ ଶ୍ରୀ ପ୍ରସନ୍ନ ନାୟକ, କୋଷାଧ୍ୟକ୍ଷ ଶ୍ରୀ ଦେବରାଜ ନାୟକ,କାର୍ଯ୍ୟକାରୀ ସଭ୍ୟ ଶ୍ରୀ ଲିଙ୍ଗରାଜ ନାୟକ,ଶ୍ରୀ ଯୋଗେନ୍ଦ୍ର ସେନାପତି ଓ ସହ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ଉପସ୍ଥିତ ଥିଲେ ।ଏହି ସଭାରେ ଭୁବନେଶ୍ୱର ଶାଖା ପାଇଁ କର୍ମ କର୍ତ୍ତା ଚୟନ କରାଗଲା । ଉପଦେଷ୍ଟା ମଣ୍ଡଳୀ ଶ୍ରୀ ଭିକାରୀ ଚରଣ ନାୟକ,ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକ, ଡ.ନିରଞ୍ଜନ ନାୟକ,ଶ୍ରି ପ୍ରସନ୍ନ କୁମାର ନାୟକ, ଅଧ୍ୟାପକ, ଓ ସଭାପତି ଶ୍ରୀ ଲକ୍ଷ୍ମୀ ଧର ସୁବୁଦ୍ଧି ,ଉପ ସଭାପତି ଶ୍ରୀ ଶିମାଞ୍ଚଳ ନାୟକ, ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ,ଆଡ଼ଭୋକଟେ,ସହ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ସେନାପତି ,ଯୁଗ୍ମ ସମ୍ପାଦକ ଶ୍ରୀ ଶରତ କୁମାର ନାୟକ ,କୋଷାଧ୍ୟକ୍ଷ ଶ୍ରୀ ବିଶ୍ଵ ନାଥ ନାୟକ, ସହ କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ଓ କାର୍ଯ୍ୟକାରୀ ସଭ୍ୟ ଶ୍ରୀ ପ୍ରଭାତ ନାୟକ,ଶ୍ରୀ ରଞ୍ଜନ ନାୟକ,ଶ୍ରୀ ଶୀମଞ୍ଚଳ ନାୟକ, ଶ୍ରୀ ଦାମ ନାୟକ,ଶ୍ରୀ ସନ୍ଦୀପ ନାୟକ,ଶ୍ରୀ ସୁଶାନ୍ତ ସାହୁ,ଶ୍ରୀ ସୁଦର୍ଶନ ନାୟକ,ଶ୍ରୀ ବୁଧିଶାଗର୍ ସାହୁ,ଶ୍ରୀ ରମେଶ ସେନାପତି,ଶ୍ରୀ ବିଜୟ ମହାପାତ୍ର ଇତ୍ୟାଦି ମନୋନୀତ କାର୍ଯ୍ୟକାରୀ କମିଟି ଙ୍କୁ ଦାୟିତ୍ଵ ଅର୍ପଣ କରାଗଲା।

ମସିହା ନିୟୁଜ୍ ସର୍ଭିସ୍ 

 

 

Related posts

ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ ଚେୟାର ପ୍ରଦାନ

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

masiha

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୯ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!