ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବୀ ନେଇ ଜନ ସଂଗ୍ରାମ ସମିତି ତରଫରୁ ଗୋଲାମୁଣ୍ଡା ତହସିଲ ଅଫିସ ଘେରାଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଗୋଲାମୁଣ୍ଡା // କଳାହାଣ୍ଡି ଜିଲ୍ଲା ର ସାମାଜିକ ଅଗ୍ରଣୀ ସଂଗଠନ ଜନ ସଂଗ୍ରାମ ସମିତି କଳାହାଣ୍ଡି ତରଫରୁ ଆଜି ବିଭିନ୍ନ ଦାବୀ ନେଇ ଗୋଲାମୁଣ୍ଡା ତହସିଲ ଅଫିସ ଘେରାଓ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି.।

ବ୍ଲକ ର ଗୋଲାମୁଣ୍ଡା, ମାନଝରି, ଉଦେଶୃଙ୍ଗ,ଖଲିଆକାନି, ନକଟିକାନି, ବୃନ୍ଦାବାହାଲ,ଗଣ୍ଡାମେର ସମେତ 28 ଗୋଟି ଗ୍ରାମପଞ୍ଚାୟତ କୁ ସମ୍ପୂର୍ଣ ମରୁଡି ଘୋଷଣା ସହ 2022-23ମସିହାରେ ଖଲିଆପାଳି ଗ୍ରାମପଞ୍ଚାୟତର ମରୁଡି ଆକଳନ ପୁନଃବିଚାର କରି ଚାଷୀଙ୍କୁ ଉଚିତ ଶସ୍ୟ ବୀମା ରାଶି ପ୍ରଦାନ ଭଳି ବିଭିନ୍ନ ଦାବିରେ ତହସିଲ ଅଫିସ ଘେରାଓ କରାଯାଇଥିଲା. ସଙ୍ଘ ର ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ଡାକେଶ୍ୱର ଲହଜଳ, ପ୍ରସନ୍ନ ରାଉତ, ଅନିଲ ମଲ୍ଲିକ ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ।

ରାମ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ଉଦଯାପିତ ହେଲା ବ୍ଲକ ସ୍ତରୀୟ ଗୁଡହାଣ୍ଡି ଉତ୍ସଵ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

masiha

୧- ରାଇଘର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର, ୨- ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ , ୩- ନବରଂଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ପାଇଁ ପ୍ରସ୍ତୁତି 

Sunil Chandra Nayak

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

masiha

Leave a Comment

error: Content is protected !!