ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

ଭବାନୀପାଟଣା:୧୮/୦୮ – (ମନିସ):- ଆଜି ଯଥା ତା ୧୮/୦୮/୨୦୨୩ ରିଖ ଶୁକ୍ରବାର ଦିନ ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସର ଯୁବ ନେତା ସାଗର ଚରଣ ଦାସ ଙ୍କ ସହଯୋଗ ରେ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ସଦର ବ୍ଳକ ଭବାନୀପାଟଣା କଂଗ୍ରେସ ଦଳର କର୍ମ କର୍ତ୍ତା, ବରିଷ୍ଟ ନେତ୍ରୁ ମଣ୍ଡଳୀ ପରମାନନ୍ଦ ମାଝୀ, ଧନୁଗହିର, ବ୍ରଜେସ ସାହୁ, ସୁଦର୍ଶନ ବିଶ୍ବାଳ, ତ୍ରିଲୋଚନ ପାଣିଗ୍ରାହୀ, ଜ୍ଯୋର୍ତିମୟୀ ବାଗ, ମନ୍ଦାକିନି ବାଣୁଆ, ଜୟ ଦେବ ନାଏକ, ମହମ୍ମଦ ସାଜିଡ, ବାବାଅଲ୍ଲି ଖାଁ, ସରୋଜ ବାଗ, ପ୍ରୀତମ୍ ବେହେରା, କେଦାର ସାହୁ, କାର୍ତ୍ତିକ ଜାନୀ ଯୁବ କଂଗ୍ରେସ ସଭାପତି ମହମ୍ମଦ ସାହବ, ଛାତ୍ର କଂଗ୍ରେସ ସୁଶାନ୍ତ ପ୍ରଧାନ, ମହିଳା କଂଗ୍ରେସ, ସମସ୍ତ କଂଗ୍ରେସ ଦଳର ସେଲ୍ ଓ ସମସ୍ତ ସଦର ବ୍ଲକର କଂଗ୍ରେସ କର୍ମୀ ଙ୍କ ଉପସ୍ଥିତି ରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଶେଷରେ ମହାମହୀମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ୯ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୋଳାମୁଣ୍ଡା ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ର  ସାମ୍ବାଦିକ ସମ୍ମିଳନୀ, ନବୀନ ଓଡ଼ିଶା ନୂଆପଡ଼ା ଜିଲ୍ଲାର ସମସ୍ୟା ନବୀନ ବାବୁଙ୍କ ଠାରୁ ଜବାବର ଆଶା 

masiha

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!