ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନଳବଣ୍ଟାରେ ଜନ ଆକ୍ରୋଶ ମହିଳା ସମାବେଶ

ନଳବଣ୍ଟାରେ ଜନ ଆକ୍ରୋଶ ମହିଳା ସମାବେଶ

ଆସିକା,୧୫/୦୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଳମାନଙ୍କ ଆସିକା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଡ଼ାପଦର ମଣ୍ଡଳରେ, ନଳବଣ୍ଟା ଗ୍ରାମ ରେ ଜନ-ଆକ୍ରୋଶ ମହିଳ ହିଳା ପଦଯାତ୍ରା ଆୟୋଜିତ ହେଲା । ଏହି ପଦଯାତ୍ରାରେ ଯୋଗଦେଇ ମହିଳାମା ମାନେ ନାରୀ ଶକ୍ତିର ଅଧିକାର ଛଡ଼େଇ ନେଇଥିବା ଦଳମ ବିରୋଧରେ ସ୍ଵର ଉଠାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ପୁତ୍ର ସମ୍ବିତ ପାଢ଼ୀ, ସଙ୍ଗୀତ ପାଢ଼ୀ, ବିଜୟ ସ୍ୱାଇଁ, କାଳଷଣ୍ଢପୁର ସରପଞ୍ଚ ପଞ୍ଚ ଜୟନ୍ତୀ ବେହେରା, ପୂର୍ବତନ ସମିତି ସଭ୍ୟ ଅନିଲ ପରିଡା, ଅନିଲ ସ୍ୱାଇଁ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି, ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର, ସମେତ ବହୁ କର୍ମୀ ଉପସ୍ଥିତ ଥିଲେ l ଆସିକା ବିଜେପି କାର୍ଯ୍ୟାଳୟ ଠାରୁ ଏକ ରାଲି ରେ ବାହାରି ନଳବଣ୍ଟା ଗ୍ରାମରେ ଏକ ପଦ ଯାତ୍ରା କରି ରାହୁଲ ଗାନ୍ଧୀ ଓ ନବୀନ ପଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ଦେଶର ପ୍ରଗତି ପାଇଁ ସଶକ୍ତ ନାରୀ ଆବଶ୍ୟକ ହୋଇଥିବା ବେଳେ ଦେଶର ରାହୁଲ ଗାନ୍ଧୀ ଓ ନବୀନ ପଟନାୟକ ମାରିଲେ ଛୁରୀ ବୋଲି ସ୍ଲୋଗାନ ଦେଇଥିଲେ ।

Related posts

ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେଡି

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

masiha

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପୁଣ୍ୟ ଜୟନ୍ତୀରେ ପଦାରେ ପଡ଼ିଲା ବିଜେଡି ଫାଟ

Sunil Chandra Nayak

Leave a Comment

error: Content is protected !!