ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବସ୍ତା,13/02 : ମଙ୍ଗଳବାର ଜଳେଶ୍ୱର ସହରର ଭଞ୍ଜଶ୍ରୀ ଭବନରେ ବିଜେପି ଜଳେଶ୍ୱର ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଯେଉଁଥିଲେ ୨୦୨୪ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ୪୯ଗୋଟି ପଞ୍ଚାୟତର ପ୍ରମୁଖ ଓ ୧୭ଗୋଟି ୱାର୍ଡର ସଭାପତିମାନେ ଉକ୍ତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉପସ୍ଥିତ ଥିଲେ l ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ,ରାଜ୍ୟ କୃଷକ ନେତା ସମୀର ପାତ୍ର,ବ୍ଲକ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ନଗର ସଭାପତି ତଥା ପୌର ସାଂସଦଙ୍କ ପ୍ରତିନିଧି ଫାଲ୍ଗୁନୀ ପାଣିଗ୍ରାହୀ,ନାରୀନେତ୍ରୀ ସୁମତି ରାଣୀ ଦେ, ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ, ବିଶ୍ଵରୂପ ଦାସ, ତପନ ବିଶ୍ୱାଳ,ବିଜୟ ସାମଲ ଓ ଭୂପେନ ସାହୁ, କାଉନସିଲର ଚନ୍ଦନ ଦାସ ଓ ସଦସ୍ୟ ମୁକୁନ୍ଦ ଜେନା ପ୍ରମୁଖ ମଞ୍ଚାସିନ ହୋଇ ଆଗାମୀ ନିର୍ବାଚନରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉଦ୍ୟମରେ ସରକାର ଆସିବ ଆଉ ଆପଣମାନେ ତାର ସାରଥୀ ହେବେ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁକ୍ତାରାଣୀ ପାଳ, ମାଳତୀଲତା ଦତ୍ତ, ସୁମତି ରଣା, ଗୀତାଞ୍ଜଳି ବେହେରା, ମଞ୍ଜୁଳିକା ଘୋଷ,ସୂଚୀପ୍ରଭା ବେଜ, ସାରେଶ୍ବରୀ ମାରାଣ୍ଡି, ମାଳତୀ ସୋରେନ, ଚନ୍ଦନା ଦାସ, ସଂଜୀବ ପ୍ରଧାନ , ଅଞ୍ଜନ ଦାସ, ବିପ୍ଳବ ପ୍ରଧାନ, ମୁନା ମାଝୀ, ସାଗର ଦାସ, ସତ୍ୟବ୍ରତ ପଣ୍ଡା,କମଲ ଲୋଚନ ପାଳ,ଅନୁପ ପ୍ରଧାନ, ତ୍ରିଦୀପ ପ୍ରଧାନ, ଅଭୟ ଦାସଙ୍କ ସମେତ ଉପସ୍ଥିତ ଥିଲେ l ଗତ ସପ୍ତାହରେ ଜିଲ୍ଲାକାର୍ଯ୍ୟାଳୟ ଦଳରେ ସାମିଲ ହୋଇଥିବା ଜଳେଶ୍ୱର ସହରର ବିଶିଷ୍ଟ ବ୍ୟବସାୟୀ ଅମଲ ମଣ୍ଡଳଙ୍କୁ ବିଜେପି ଜଳେଶ୍ୱର ପରିବାର ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସର୍ବଶେଷରେ ଆଇନଜୀବି ସୁକୁମାର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ତିରିଂ ରେ ବ୍ଳକ ସ୍ତରୀୟ’ ଘରେ ଘରେ’ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ

masiha

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ଗୁଣପୁର ବିଧାନସଭା : ବିଜେଡିର ରଘୁନାଥ ଗମାଙ୍ଗ ଏବଂ ବିଜେପିରୁ ତ୍ରିନାଥ ଗମାଙ୍ଗଙ୍କ ନାମାଙ୍କନ ପତ୍ର ଦାଖଲ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort