ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଥର୍ଲା ରେ ରାଜ୍ୟସଭା ସାଂସଦ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ ତା 20.08//;ପାଟଣାଗଡ ବ୍ଲକ ବଥର୍ଲା ଗାଁ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଗ୍ରାମବାସୀ ଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଗାଁ ଲୋକଙ୍କ ସହିତ ସାଂସଦ ଶ୍ରୀ ବିଶି ମା ବସ୍ତ୍ରେନ ଦେବୀ ମନ୍ଦିର, ରାଧା କୃଷ୍ଣ ମନ୍ଦିର ଦର୍ଶନ କରିଥିଲେ ଏବଂ ନିର୍ମାଣlଧୀନ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ l ବଥର୍ଲା ସ୍ଥିତ ବସ୍ତ୍ରେନ ଦେବୀ ମନ୍ଦିର ରେ ଭକ୍ତ ମାନଙ୍କ ଭିଡ଼ ହେଉଥିବାରୁ ମନ୍ଦିର ପରିସରରେ ଏକ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ନିର୍ମାଣ, ମଣ୍ଡପ, ପାଚେରୀ ନିର୍ମାଣ ପାଇଁ ଗ୍ରାମବାସୀ ରାଜ୍ୟସଭା ସାଂସଦ ଙ୍କୁ ଦାବୀ କରିଥିଲେ l ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ବଥର୍ଲା ରେ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବାକୁ ବଥର୍ଲା ସରପଞ୍ଚ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଙ୍କୁ ଜଣାଇଥିଲେ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ଭୁଲ ଇଞ୍ଜେକ୍ସନ ଦେଇ ଶ୍ରମିକ କୁ ମାରିଦେଲା ସର୍ଦାର ….ଘଟଣା ଚାପିବାକୁ ପରିବାର କୁ ଧମକ ଚକମ , ନିଦାବିଷ୍ଣୁ ଲରମ୍ଭା ପୁଲିସ 

masiha

ଆସନ୍ତା ୨ତାରିଖ ରୁ ବହୁଚରା ମାତାଙ୍କ ଷୋହଳ ପୂଜା

masiha

Leave a Comment

error: Content is protected !!