ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ବ୍ଲକ ସ୍ତରୀୟ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

  ମୟୂରଭଞ୍ଜ- ୨୪/୮ ( ମସିହା )ସରକାରୀ ଉପ୍ରା ସ୍କୁଲ, ଜୁଡିଆରେ ତିନି ଦିନିଆ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି l ସିଡବ୍ଲ୍ୟୁଏସଏନ ସମ୍ବଳ ଶିକ୍ଷକ ଦୟାନିଧି ଧୋନି, ପ୍ରଶାନ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପ୍ରଶିକ୍ଷକ ଅଜୟ ପଟ୍ଟନାୟକ, ଭୀମ ମାର୍ଣ୍ଡି,ସତ୍ୟଜିତ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥଲେ l ଦିବ୍ୟାଙ୍ଗ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ଦିଷ୍ଟ ଉପାୟ ଉପରେ ଆଲୋଚନା ହୋଇଥିଲା l ଉଦଯାପନୀ ଦିନ ବିଇଓ ନେପାଳ ମୁଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମର ଉପଯୋଗିତା ଉପରେ ଆଲୋକପାତ କରିଥଲେ l ବିଭିନ୍ନ ସ୍କୁଲ,କଲେଜର ୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଗ୍ରହଣ କରିଥଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

କଳାହାଣ୍ଡି ଏଗ୍ରୋ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର କାର୍ଯ୍ୟକର୍ତ୍ତା ଙ୍କ ବୈଠକ

Sunil Chandra Nayak

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

Sunil Chandra Nayak

Leave a Comment

error: Content is protected !!