ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋଟର ସାଇକେଲ

ଡାବୁଗାଁ, ୨୮/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ବଜାରରେ ମଧ୍ୟ ଭାଗରେ ପୋଲିସ ବିଟ-ହାଉସ କଡରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜରେ ଏକ ମୋଟର ସାଇକେଲ ରେ ନିଆଲାଗି ଜଳିଯାଇଛି | ସୂଚନାଯୋଗ୍ୟ:- ସୋମବାର ଅପରାହ୍ନ ପ୍ରାୟ ୪ଘ. ସମୟରେ ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ବଜାରରେ ମଧ୍ୟ ଭାଗରେ ପୋଲିସ ବିଟ-ହାଉସ କଡରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜରେ ପଲସର ମୋଟରସାଇକେଲ ନଂ କେଏ ୪୧ଇଡି ୮୪୬୯ ଗାଡି ମରାମତି କରିବାକୁ ଗ୍ୟାରେଜରେ ଦେଇଥିଲେ ମେକାନିକ ଗାଡିରେ ବ୍ୟାଟେରୀ ଲଗାଉଥିବା ସମୟରେ ସର୍ଟ ସର୍କିଟ ଘଟି ଗାଡିଟିରେ ନିଆଁ ଲାଗିଯାଇଥିଲା | ପାଖରେ ଥିବା ଲୋକେ ବାଲି, ପାଣି ଓ ବସ୍ତା ପକାଇ ନିଆଁ ଲିଭାଇ ଦେଇଥିଲେ | ଫଳରେ ଗାଡିଟି ଅଧା ପୋଡି ଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କନ୍ଧମାଳରେ ଜାତୀୟ ସ୍ତରୀୟ ପାର୍କ ନିର୍ମାଣ ପାଇଁ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଦାବି

masiha

ଆଜି ତା ୧୩-୦୫-୨୦୨୫ ରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବାକୁଥିବା ଯୁଗ୍ମ ଜନ ଶୁଣାଣି ଶିବିର ଆସନ୍ତା କାଲି ତା ୧୪-୦୫-୨୦୨୫ ରିଖ ଅନୁଷ୍ଠିତ ହେବ

masiha

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!