ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ସ୍ଵାଗତ ସମର୍ଦ୍ଧନା

ନର୍ଲା/ମସିହା/03/09/23 // ନର୍ଲାବ୍ଲକ ଅନ୍ତର୍ଗତ ପଲମ ଚାରି ଛକ ଠାରେ ଓଡିଶାପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ କୁମାର ପଟ୍ଟନାୟଙ୍କୁ ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ସ୍ଵାଗତ ସମର୍ଦ୍ଧନା ଦିଆଯାଇଛି। ବ୍ଳକ ସଭାପତି ସମୀର କୁମାର ଚାନ୍ଦ (ବୀଟୁ) ଙ୍କ ନେତୃତ୍ୱରେ ବ୍ଳକ୍ ଉପସଭାପତି ସୁଦାମ ପ୍ରଧାନ, ନାରୀନେତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମତି ଜ୍ୟୋତି ବେହେରା, ସୁନୀତା ନାଏକ,ବରିଷ୍ଠ କଂଗ୍ରେସ ନେତା ରଜନୀ କୁମାର, ଭଗଵାନ ସାହୁ, ନିତିନ ବାଗ, ଉପେନ୍ଦ୍ର ପ୍ରଧାନ, ପୁର୍ବତନ ଜିଲା ପରିଷଦ ତନୁ ମାଝୀ, ବଳରାମ ମାଝୀ, ପୁର୍ଣ୍ଣ କୁମାର, ଚୂଡ଼ାମଣି ରଣା, ତଥା ୧୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲେ। କିଛି କ୍ଷଣ ପାଇଁ ବ୍ଳକ୍ କଂଗ୍ରେସ କମିଟି ଓ ସଭାପତିଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଦୀପକ ଠାକୁର, ନର୍ଲା 

Related posts

ଓଡିଶା ପାଇଁ ଲଜ୍ୟା : ନାବାଳିକା ଛାତ୍ରୀକୁ ଗଣ ଦୁଷ୍କର୍ମ 

masiha

ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ

Sunil Chandra Nayak

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

masiha

Leave a Comment

error: Content is protected !!