ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ ପୂଜା ପାଳନ

ବ୍ରହ୍ମପୁର ଉପକଣ୍ଠ ଚିକିଟି ବ୍ଳକ ଅନ୍ତର୍ଗତ ଗୋବିନ୍ଦନଗର ଗ୍ରାମରେ ଅବସ୍ଥିତ କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଞାନ ବିଦ୍ୟାଳୟରେ ଗଣେଶ ପୂଜା ଅତି ଆନନ୍ଦ ର ସହ ପାଳନ କରାଯାଇଛି |

କେତେକ ଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୁଏ Christian କଲେଜ ରେ ଗଣେଶ ପୂଜା ହେଉଛି କିନ୍ତୁ ଏହା ଏକ ଖ୍ରୀଷ୍ଟିଆନ କଲେଜ ନୁହେଁ ଏହା ଏକ ଧର୍ମନିରପେକ୍ଷ କଲେଜ ଏବଂ ଆମେ ଏହାକୁ ସେହିଭଳି ଚିତ୍ରଣ କରିବାକୁ ଚାହୁଁଛୁ |

‘ସଲିଡ୍’ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଏହି ଅନୁଷ୍ଠାନ ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବା କୁ ପ୍ରୟାସ ଜାରି ରଖିଛି ଏବଂ ରଖିବ।

Related posts

ଗୋଲାମୁଣ୍ଡାଠାରେ ୭୫ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

masiha

ସୁନ୍ଦରଗଡ଼ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ୟୁରିଆ ସାର ଯୋଗାଇ ଦେବା ପାଇଁ ରାସ୍ତା ରୋକ ସହ ଝରିଗାଁ ଲ୍ୟାମ୍ପ ଘେରିଲେ ଚାଷୀ

masiha

Leave a Comment

error: Content is protected !!