ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ଯନ୍ତ୍ରପାତି ମେଳା ପାଇଁ ପ୍ରସ୍ତୁତି ବୈଠକ

କୃଷି ଯନ୍ତ୍ରପାତି ମେଳା ପାଇଁ ପ୍ରସ୍ତୁତି ବୈଠକ 

 ତେନ୍ତୁଳିଖୁଣ୍ଟି ୨୧/୧୧/୨୩ // ନବରଙ୍ଗପୁର ପୋଲିସ ପଡିଆ ରେ ଆସନ୍ତା ଡିସେମ୍ବର ମାସ ୧ରୁ ୫ତାରିଖ ରେ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ଯନ୍ତପତି ମେଳା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ CDAO ଜି ଭେଙ୍କଟ ରେଡ୍ଡୀ ଙ୍କ ସହ asst executive engineer ଗୌରୀ ଶଙ୍କର ସାହୁ ଏବଂ ଅନ୍ୟ କୃଷି ଅଧକାରୀମାନେ ଉପସ୍ଥିତ ଥିଲେ। ଏଥିରେ ମୋଟ କୋଡ଼ିଏ ଜଣ କୃଷି ଯନ୍ତ୍ରପାତି ବିକ୍ରେତା ଅଂଶ ଗ୍ରହଣ କରିଥିଲେ। ଗତ ବର୍ଷ ଏହିପରି ମେଳାର ଆୟୋଜନ ପରେ ଜିଲ୍ଲାରେ କୃଷି ଯନ୍ତ୍ରପତି ବିକ୍ରିର ଆଶାତୀତ ବୃଦ୍ଧି ହୋଇଥିଲା ଏବଂ କୃଷିକର୍ଯ୍ୟରେ ସୁବିଧା ହୋଇଥିଲା। ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଆହୁରି ଅଧିକ ବିକ୍ରି ହେବାର ଆଶା ।ଏହା ଦ୍ଵାରା ଚାଷୀମାନେ ମୂଲିଆ ଉପରେ ନିର୍ଭର କମିବ, ଖର୍ଚ୍ଚ କମିବ ସହ ଅଧିକ ଲାଭ ହେଉଛି। ତେଣୁ ନବରଙ୍ଗପୁର ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଏକ ଶୁଭ ପଦକ୍ଷେପ।ଏହି ମେଳା ରେ ମୋଟ ପଚାଶ ତିଷ୍ଟଲ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ବିକ୍ରେତାଙ୍କ ପାଇଁ କରାଯିବାର ବ୍ୟବସ୍ଥା କରାଯାଉଛିଏହି ମେଳା ରେ ଅଧିକ ରୁ ଅଧିକ ଚାଷୀଙ୍କୁ ଜାଗା ଦେବା ପାଇଁ CDAO ଙ୍କ ଅନୁରୋଧ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ନର୍ଲା ଠାରେ ମିଶନ ଶକ୍ତି କାଫେ ଗୃହ ଉଦଘାଟିତ

Leave a Comment

error: Content is protected !!