ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଇରଙ୍ଗପୁର ତରଫରୁ ଦନ୍ତ ପରୀକ୍ଷା ଶିବିର

ରୋଟାରୀ କ୍ଲବ ଅଫ୍ ରାଇରଙ୍ଗପୁର ତରଫରୁ ଦନ୍ତ ପରୀକ୍ଷା ଶିବିର

ମୟୂରଭଞ୍ଜ -୪/୧୨ ( ମସିହା )ରାଇରଙ୍ଗପୁର ରୟାଲ କ୍ଲବ ରୋଟାରୀ ତରଫରୁ ପାଢିଆ ଧରମଶାଳାରେ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଜ୍ଞ ଦନ୍ତ ଚିକିତ୍ସକ ଡାକ୍ତର ସିଦ୍ଧାର୍ଥ ଗିରି,,ଡ଼ାଃ ମନ୍ମଥ ବେହେରା,ଡ଼ାଃ ଟିଆନିକା ସାହୁ ପ୍ରମୁଖ ପଂଜିକୃତ ୧୫୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଦନ୍ତ ପରୀକ୍ଷା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ । ରୋଟାରୀ କ୍ଳବ୍ ସଭାପତି କାଳୀପ୍ରସନ୍ନ ମହାନ୍ତି,,ବିକାଶ ଭୂତ, ଅରବିନ୍ଦ ଵାଗାଡିଆ,ବିଷ୍ଣୁ ପ୍ରସାଦ ଯେନା,ତାରାଚାନ୍ଦ ଅଗ୍ରୱାଲ,ପ୍ରତ୍ଯୁଷ ପରିଡ଼ା,ରାମ ଅବତାର ପାଢିଆ,ସୁଜିତ ଯେନା , ଏବଂ ଅନ୍ଯମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ଯାପକ ବିଜୟ ରାମ ଏବଂ ସ୍ବେଛାସେବୀ ଛାତ୍ରୀ ତଅପୋଇ ବେହେରା,ପ୍ରୀତି ରାଜ,ସୁନିତା ଗିରି, ସୁଭଦ୍ରା ବାରିକ,ଉଷସଈ ବେହେରା,ଜୟଶ୍ରୀ ବେହେରା ପ୍ରମୁଖ ଦନ୍ତରୋଗୀଙ୍କୁ ସେବା ଦେବାରେ ସହାୟତା କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ 

Sunil Chandra Nayak

ବେଆଇନ ଭାବରେ ବାଲି ଚାଲାଣ ଦୁଇଟି ଟ୍ରାକ୍ଟର ଜବତ 

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!