ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ

ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ

ସାତଭାୟା ଗ୍ରାମପଞ୍ଚାୟତ ଅଧିନସ୍ଥ ଥଇଥାନର ବୁଦ୍ଧିରାମ ମଳିକଙ୍କ ଘର ଅକସ୍ମାତ ଅଗ୍ନିକାଣ୍ଡରେ ପୋଡ଼ି ପାଉଁଶ ହୋଇଯାଇଛି ଏଇ ଖବର ପାଇ ଆମ ସମସ୍ତଙ୍କ ସୁଖ ଦୁଃଖର ସାଥି ଅଂଶୁମାନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସାହାର୍ଯ୍ୟ କରିଥିଲେ ୲ ରେଡକ୍ରସ ବିଭାଗରୁ ସାହାର୍ଯ୍ୟ ଓ ସରକାରୀ ଅନୁଦାନ ପାଇଁ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ ଏବଂ ତାଙ୍କ ସହିତ ବ୍ଲକ କଂଗ୍ରେସ୍ କମିଟି ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଜେନା ବରିଷ୍ଟ କଂଗ୍ରେସ୍ ନେତା ସନ୍ତୋଷ ମହାନ୍ତି , ମାଗୁଣୀ ଚରଣ ଲେଙ୍କା, ରବୀନ୍ଦ୍ର କୁମାର ରାଉତ ,ବିରେନ୍ଦ୍ର ବଳ, ସରୋଜ କୁମାର ଜେନା, ଦାମୋଦର ମହାନ୍ତି, ବିକାଶ ପାତ୍ର ,ରାଜେଶ ମାହୁନ୍ତ ଓ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ୲

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନୀଉଜ!!

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସାମାଜିକ କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ରେ ହାତୀ,ନେଲା ଜଣଙ୍କ ଜୀବନ 

Sunil Chandra Nayak

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

Leave a Comment

error: Content is protected !!