ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ

ନନ୍ଦଘର ଠାରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ

ନର୍ଲା /ମସିହା/26/01/24 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ର ନନ୍ଦଘର ଗଡ଼ିକରେ ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ କୁରମେଲ ଗ୍ରାମ ପଞ୍ଚାୟତ ଗୋରକେଲ ନନ୍ଦଘର ଠାରେ ସ୍ୱତନ୍ତ୍ର ଭାବେ ପାଳନ ହୋଇଥିଲା,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ ପାଳନ ହୋଇଥିବା ଏହି କାର୍ଯକ୍ରମ ରେ ୱାର୍ଡ ସଭ୍ଯ ଇନ୍ଦ୍ରମଣି ରଣା ପତାକା ଉତ୍ତୋଳନ କରି ଉଦ୍‌ବୋଧନ ଦେଇ ଥିଲେ,ସମାଜସେବୀ ଗୋବିନ୍ଦ ପାଢ଼ୀ ପୃଥକ୍‌ ଭାବେ ବାର୍ତ୍ତା ଦେଇ ଶିଶୁ ମାନଙ୍କୁ ପ୍ରେରଣା ଦେଇଥିଲେ,କର୍ମୀ ମଞ୍ଜୁଳାପାଢୀ,ଆଶା ,ଗ୍ରାମବାସୀ ସହଯୋଗ କରିଥିବା ବେଳେ ଅରୁଣ ପ୍ରଧାନୀ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ ନର୍ଲା 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା 

masiha

ଆସନ୍ତା ତା ୨୨. ୦୩.୨୦୨୩ ରିଖ ରେ ଜିଲ୍ଲାସ୍ତରୀୟ ରୋଜଗାର ମେଳା

Sunil Chandra Nayak

ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସମାଜକୁ ସଚେତନ କରିଥାଏ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ବିଜ୍ଞାନ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!