ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ 

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷି ଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ପ୍ରଦାନ 

ଆଜି ତା -୩୦/୦୧/୨୦୨୪ରିଖ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନଙ୍କ ସଭାପତିତ୍ବ ରେ ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ଏବଂ କୃଷକ ଭାଇମାନଙ୍କ ପାଇଁ ମୋଦିଜିଙ୍କ ଦ୍ୱାରା କେନ୍ଦ୍ରୀୟ ଜନକଲ୍ୟାଣ କୃଷି ଯୋଜନାକୁ ଜିଲ୍ଲାର ବିଭାଗୀୟ ପ୍ରଶାସନିକ ଅଧିକାରୀ ଶାସକ ଦଳର ହାତବାରିସୀ ହୋଇ କାର୍ଯ୍ୟକରୁଛନ୍ତି,ଏଥିପାଇଁ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି,ଏଣୁ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କେନ୍ଦ୍ରାପଡ଼ା ଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି, ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦକ ତଥା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ସତ୍ୟବାଦୀ ଚୈନ, ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ୟୁପିନ କୁମାର ରାଉତ, କୃଷକ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିକ୍ରମ କେଶରୀ ରାଉତ, ରାଜ୍ୟ କାର୍ଯ୍ୟକରେଣି ଭକ୍ତବନ୍ଧୁ ମିଶ୍ର, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର ପ୍ରଧାନ, ବିଶ୍ୱ ରଞ୍ଜନ ପଣ୍ଡା, ଉପ ସଭାପତି ଶ୍ରୀକାନ୍ତ ସେନାପତି,ମଣ୍ଡିଚାଲ ଅଭିଯାନର ଜିଲ୍ଲା ସଂଯୋଜକ ଗୀତାଞ୍ଜଳି ଦାସ, ସାହସଂଯୋଜକ ରମେଶ ମଳିକ, ପ୍ରକଶ ମିଶ୍ର, ମହିଳା କୃଷକ ଜିଲ୍ଲା ସଂଯୋଜିକା ମାନିନୀ ଷଢଙ୍ଗୀ, ସବିଳତା ନାୟକ, ଙ୍କ ସହିତ ସମସ୍ତ ମଣ୍ଡଳର ମଣ୍ଡଳ ସଭାପତି ଏବଂ କୃଷକ ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀଙ୍କ ସହିତ ଶତାଧିକ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବିଜେପି ଛାଡି ବିଜେଡିରେ ସାମିଲ ହେଲେ କଳିଙ୍ଗ ପାଇକ ସେନାର ରାଜ୍ୟ ସଭାପତି

masiha

ଭବାନୀପାଟଣାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନ ସମାବେଶ

ବିଜେପି ଜୋନ କମିଟି ଗଠିତ, ତିରୁପତି ବର୍ଗେ, 26 ନମ୍ବର ଜୋନ ସଭାପତି 

masiha

Leave a Comment

error: Content is protected !!