ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରଘୁନାଥପାଲୀ ବିଜେପି ପଶ୍ଚିମ ମଣ୍ଡଳର ବୈଠକ

ରାଉରକେଲା/ ରଘୁନାଥପାଲି ପଶ୍ଚିମ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ବସନ୍ତ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ସେକ୍ଟର-୧୬ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥିଭାବେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା , ଜିଲ୍ଲା ଉପସଭାପତି ସୁବ୍ରତ କୁମାର ପଟ୍ଟନାୟକ , ଜିଲ୍ଲା ସମ୍ପାଦକ ଅଜୟ କୁମାର କଂସାରି ଏବଂ ମଣ୍ଡଳ ର ସମସ୍ତ ନେତୃବୃନ୍ଦ ଯୋଗଦାନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ମଣ୍ଡଳ ର ସାଧାରଣ ସମ୍ପାଦକ ଭାସ୍କର ନନ୍ଦ ମଞ୍ଚ ପରିଚାଳନା କରି ଥିଲେ। ଉପସ୍ଥିତ କାର୍ଯ୍ୟକର୍ତ୍ତା ସୋନୁ ନାୟକ, ମନୋଜ ପଟ୍ଟନାୟକ, ଭଗବାନ ପାତ୍ର, ଅରୁଣ ମହାନ୍ତି, ସୂର୍ୟା ନାୟକ, ପ୍ରତିମା ରାଉତ, ନମ୍ରତା ବାଗ, ଶ୍ରୀକାନ୍ତ ପାଢ଼ୀ, ସଦାଶିବ ପାତ୍ର, ପ୍ରମୋଦ ଆଚାର୍ଯ୍ୟ, ପ୍ରସାଦ ଲେଙ୍କା, ଜୀବନ ସେଠୀ, ପୁଷ୍ପା ବନିସାଲ , ଲୋକେଶ ରାଉତ, ସଞ୍ଜୟ ସାହୁ, ବିଶ୍ଵନାଥ ପ୍ରତାପ ରାୟ , ରୁପାଧାର ତାଣ୍ଡି , ଅଭିଷେକ ଶ୍ରୀବାସ୍ତବ, ଅଭିଷେକ ବାରିକ , ରାଜକୁମାର ହିର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ପ୍ରତିମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଜନଗର ବ୍ଲକର ଵିଜେପି ଯୁଵ ନେତା ସହଦେବ ସାହୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଞ୍ଚଳର ସମସ୍ୟା ଜଣାଇଲେ

masiha

ଦୁର୍ନୀତି ଓ ଭ୍ରଷ୍ଟଚାର ବିରୋଧରେ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ବିଳନୀ

masiha

ବିଜେପି ରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ଓ ଯୁବ ସମାଜସେବୀ ସଞ୍ଜୟ ନାୟକ 

masiha

Leave a Comment

error: Content is protected !!