ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

ରାୟଗଡ଼ା, ୨/୨: ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ଭୁବନେଶ୍ୱରସ୍ଥିତ ଉଦ୍ଘାଟନୀ ଅବସର ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ, ରାୟଗଡ଼ା ସ୍ଥିତ ଜେକେ କାଗଜ କଳ ର କର୍ମ କର୍ତ୍ତା ମାନଙ୍କ ଦ୍ଵାରା ଦିନ ୧୧.୦୦ ସମୟ ରେ କାଗଜ କଳ ର ପରିସର ଭିତରେ ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଛି। ଉକ୍ତ ସମ୍ମିଳନୀ ରେ ଜେକେ କାଗଜ କଳ ର କାର୍ଯ୍ୟ ନିର୍ବାହୀ (କର୍ମିକ) ଅଧିକାରୀ ଶ୍ରୀଯୁକ୍ତ ବିନୟ ଦ୍ବିବେଦୀ ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ର ଅସ୍ତିତ୍ବ ତଥା “ଭାଷା ହିଁ ଭବିଷ୍ୟତ”ଉପରେ ସମ୍ୟକ ତଥ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କାଗଜ କଳ ବହୁ କର୍ମ କର୍ତ୍ତା ଯୋଗ ଦାନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଲେରୋ ଓ ଟ୍ରକ ଧକ୍କାରେ ଡ୍ରାଇଭର ମୃତ,୪ ଗୁରୁତର।

masiha

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

Leave a Comment

error: Content is protected !!