ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼ୁମେରପଡା ଗ୍ରାମ ରେ ବିଜେଡିର ମିଶ୍ରଣ ପର୍ବ 

ଡ଼ୁମେରପଡା ଗ୍ରାମ ରେ ବିଜେଡିର ମିଶ୍ରଣ ପର୍ବ 

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ୁମେର ପଡା ଗ୍ରାମ ରେ ଆଜି ଶନିବାର ଦିନ ବିଜେଡି ର ମିଶ୍ରଣ ପର୍ବ ଅବସରରେ ବିଭିନ୍ନ ଗ୍ରାମ କୁ ଯାଇ ଆଗାମୀ ୨୦୨୪ ନିର୍ବାଚନ ପାଇଁ ନୂତନ ଭାବେ ଭୋଟର ତାଲିକା ନାମ ପଞ୍ଜିକରଣ ହୋଇଥିବା ପୁଅ ଝୀଅ ମାନଙ୍କୁ ବିଜୁ ଜନତା ଦଳରେ ସାମିଲ କଲେ ଏବଂ ରାଜ୍ୟ ସରକାରଙ୍କ ଜନହିତ କାର୍ଯ୍ୟ ଲୋକଙ୍କ ପାଖକୁ ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ! କଣ୍ଟାବାଞ୍ଜି ବରିଷ୍ଠ ବିଜେଡି ନେତା ଅଜୟ ଦାସ, ଡ଼ୁମେର ପଡା ଗ୍ରାମ ର ୨୫ ଜଣ ନୂଆ ଭୋଟର ଙ୍କ ଯୋଗଦାନ କ୍ରମେ ଗ୍ରାମର ଭୂମି ସୁତା ରଣା, ଚେତାବତୀ ଭୋଇ, ନିରୁପମା ଅମାତ, ବବି ରଣା, ମିନତୀ ହଂସ, ଆମା ବତୀ ଭୋଇ,ଭାରତୀ ତାଣ୍ଡି, ଧାନମତୀ ହାତୀ, ଚୁଳବତୀ ରଣା, ସୁନିତା ହାତୀ, କୁନି ରଣା, ହେମବତୀ ରଣା, ବିନୋଦ ରଣା, ଯୋଶନା ହଂସ, ଶାନ୍ତି ହାତୀ, ଲଷ୍ମୀ ହାତୀ, ପ୍ରବୀଣ ହାତୀ, ତ୍ରିଭୁବନ ହାତୀ, ସନ୍ଧ୍ୟା ରାଣୀ ଭୋଇ, କୈଳାଶ ରଣା ଯୋଗଦାନ କରିଥିବା ବେଳେ ବ୍ଲକ ସଭାପତି ଶ୍ରୀ ମିନିକେତନ ପାତ୍ର, ଲଖନା ଗ୍ରାମ ପଂଚାୟର ସଭାପତି ଶ୍ରୀ ଗମ୍ଭୀର ରଣା, ଯୁବନେତା ପିଙ୍କୁ ବାଗ, କିଶୋର ରଣା, ଭଗବାନ ରଣା, ଶିବ ନାଗ, ଗିରିଧାରୀ ହାତୀ, ନବୀନ ଭାଇସାଲ, କାଳିନ୍ଦ୍ର ବରିହା, ପରମା ଘିବେଲା ପ୍ରମୁଖ ଉପସ୍ଥିତ ଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ମୋଦି ସରକାରଙ୍କ ନିର୍ଦ୍ଦେଶରେ ସି ପି ଆଇ ଏମ୍ ନେତା ପିନାରାୟୀ ବିଜୟନ ଙ୍କ ବାସଭବନରେ ଇ ଡି ରେଡ୍ ବିରୁଦ୍ଧରେ,ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ସି ପି ଆଇ ଏମ୍ ର ଆଇନ୍ ଅମାନ୍ୟ ଆନ୍ଦୋଳନ ଓ ବିଶାଳ ବିକ୍ଷୋଭ 

ନିର୍ବାଚନି ସ୍ଥରୀୟ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା  ଦିବସ ପାଳନ

Sunil Chandra Nayak

ମାଆ ଙ୍କ ଆଶିଷ ଭିକ୍ଷା କଲେ ଭକ୍ତ ନର୍ଲା ବିଧାନସଭା ପାଇଁ ଲଢ଼ିବି:- ପୂର୍ବତନ ମନ୍ତ୍ରୀ ଭକ୍ତ ଦାସ

masiha

Leave a Comment

error: Content is protected !!