ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

ନାରାୟଣ ପାଟଣା ତା,୪/୨/୨୪,ନାରାୟଣ ପାଟଣା ମିଶନ ଶକ୍ତି ଗୃହ ଠାରେ ପ୍ରଦାନ ମନ୍ତ୍ରୀ ଗ୍ରାମୀଣ ଆବାସ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମିଣ ଆବାସ ଯୋଜନା ମେଳାରେ ନାରାୟଣ ପାଟଣା ବ୍ଲକର ଉନ୍ନୟନ ଅଧିକାରୀ ଶ୍ରୀ ପିୟୁଷ ଲୁହାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପସ୍ଥିତରେ ନାରାୟଣ ପାଟଣା ବ୍ଲକର ୯ ଗୋଟି ଗ୍ରାମ ପଞ୍ଚାୟତର ଲୋକଙ୍କ ଉପସ୍ଥିତରେ ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ I ନାରାୟଣ ପାଟଣା ବ୍ଲକର ୯ ଟି ଗ୍ରାମ ପଞ୍ଚାୟତର ୧୯୫୨ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ପ୍ରଦାନ କୋରାଯାଇବା ବେଳେ ୨୬୭ ଟି ଆବାସ ଗୃହ ଶେଷ ହୋଇଥିବା ବେଳେ ୧୬୮୫ ଟି ଆବାସ ଗୃହ କାମ ବର୍ତ୍ତମାନ କାମ ଚାଲିଅଛି ବଲି ସୂଚନା ମିଳିଛି I ଏହି ପରିପେକ୍ଷୀରେ ହିତାଧିକାରିଙ୍କୁ ଡକାଯାଇ ଆବାସ ଗୃହ ଶେଷ ହୋଇଥିବା ହିତାଧି କାରିଙ୍କୁ ବ୍ଲକ ଅଧିକାରୀ ସାବାସ ସହ ସାଧୁବାଦ ଜଣାଇବା ସହ ଅଧ ପନ୍ତରିଆ ଗୃହ ର ହିତାଧି କାରିଙ୍କୁ ଗୃହ କାମ ଜଲ୍ଦି ଶେଷ କରିବା ପାଇଁ ପ୍ରତିଶୃତି ଦେଇଥିଲେ I ଆଜିର ଏହି ପ୍ରଦାନ ମନ୍ତ୍ରୀ ଗ୍ରାମିଣ ଆବାସ ମେଳାରେ ୯ ଟି ପଞ୍ଚାୟତରୁ ଅତି କୋମରେ ଆଠ ସହ ହିତାଧି କାରି ଉପସ୍ଥିତ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ନାରାୟଣ ପାଟଣା ବ୍ଲକର ଜିପିଇଓ ଶ୍ରୀ ନାଇଡ଼ୁ ପରିଚାଳନା କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ମାନସିକ ବିକାରଗସ୍ତ ଯୁବକର ଗଳିତ ମୃତ ଦେହ କୂଅରୁ ଉଦ୍ଧାର

Sunil Chandra Nayak

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

Sunil Chandra Nayak

୧- ଵିଜାତଳା ତହସିଲ ; ଵନ୍ଧଗାଁର ବାଲେଇମୁଣ୍ଡା ଘର ବର୍ଷାରେ ଭୁଷୁଡିଲା  , ୨- ତିରିଂ ତହସିଲ ! କାନ୍ଥ ପଡ଼ି ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!