ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

ପ୍ରଧାନ ମନ୍ତ୍ରୀ ଗ୍ରାମିଣ ଅବାସ ମେଳା ଅନୁଷ୍ଠିତ 

ନାରାୟଣ ପାଟଣା ତା,୪/୨/୨୪,ନାରାୟଣ ପାଟଣା ମିଶନ ଶକ୍ତି ଗୃହ ଠାରେ ପ୍ରଦାନ ମନ୍ତ୍ରୀ ଗ୍ରାମୀଣ ଆବାସ ମେଳା ଅନୁଷ୍ଠିତ ହୋଇଯାଇଛି I ଏହି ପ୍ରଦାନ ମନ୍ତ୍ରୀ ଆବାସ ଯୋଜନା ଗ୍ରାମିଣ ଆବାସ ଯୋଜନା ମେଳାରେ ନାରାୟଣ ପାଟଣା ବ୍ଲକର ଉନ୍ନୟନ ଅଧିକାରୀ ଶ୍ରୀ ପିୟୁଷ ଲୁହାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଉପସ୍ଥିତରେ ନାରାୟଣ ପାଟଣା ବ୍ଲକର ୯ ଗୋଟି ଗ୍ରାମ ପଞ୍ଚାୟତର ଲୋକଙ୍କ ଉପସ୍ଥିତରେ ବ୍ଲକର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଉପସ୍ଥିତ ଥିଲେ I ନାରାୟଣ ପାଟଣା ବ୍ଲକର ୯ ଟି ଗ୍ରାମ ପଞ୍ଚାୟତର ୧୯୫୨ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ପ୍ରଦାନ କୋରାଯାଇବା ବେଳେ ୨୬୭ ଟି ଆବାସ ଗୃହ ଶେଷ ହୋଇଥିବା ବେଳେ ୧୬୮୫ ଟି ଆବାସ ଗୃହ କାମ ବର୍ତ୍ତମାନ କାମ ଚାଲିଅଛି ବଲି ସୂଚନା ମିଳିଛି I ଏହି ପରିପେକ୍ଷୀରେ ହିତାଧିକାରିଙ୍କୁ ଡକାଯାଇ ଆବାସ ଗୃହ ଶେଷ ହୋଇଥିବା ହିତାଧି କାରିଙ୍କୁ ବ୍ଲକ ଅଧିକାରୀ ସାବାସ ସହ ସାଧୁବାଦ ଜଣାଇବା ସହ ଅଧ ପନ୍ତରିଆ ଗୃହ ର ହିତାଧି କାରିଙ୍କୁ ଗୃହ କାମ ଜଲ୍ଦି ଶେଷ କରିବା ପାଇଁ ପ୍ରତିଶୃତି ଦେଇଥିଲେ I ଆଜିର ଏହି ପ୍ରଦାନ ମନ୍ତ୍ରୀ ଗ୍ରାମିଣ ଆବାସ ମେଳାରେ ୯ ଟି ପଞ୍ଚାୟତରୁ ଅତି କୋମରେ ଆଠ ସହ ହିତାଧି କାରି ଉପସ୍ଥିତ ହୋଇଥିଲେ I ଏହି କାର୍ଯ୍ୟକ୍ରମକୁ ନାରାୟଣ ପାଟଣା ବ୍ଲକର ଜିପିଇଓ ଶ୍ରୀ ନାଇଡ଼ୁ ପରିଚାଳନା କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ରେ ନୂଆଖାଇ ର ଭିନ୍ନ ପରମ୍ପରା… ଆଜି ଜୟନ୍ତପୁର ମହିମା ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

Sunil Chandra Nayak

ନୂଆପଡ଼ା ଅଟଳ ବସ ଷ୍ଟାଣ୍ଡ ଆକସ୍ମିକ ବ୍ୟୟ ସମ୍ପର୍କିତ ପ୍ରଚାରିତ ଖବର ଉପରେ ଜିଲ୍ଲା ପ୍ରଶାସନର ପୁଙ୍ଖାନୁପୁଙ୍ଖ ତଦନ୍ତ, ଆତ୍ମସାତ୍ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ 

ଜିଲ୍ଲା ଦେବୋତ୍ତର ବିଭାଗର ନିଲାମ ବିଜ୍ଞପ୍ତି ସୃଷ୍ଟି କରିଛି ଜନ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!