ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଣ୍ଡା ଗ୍ରାମର ରାମଚନ୍ଦ୍ର ପଧାନଙ୍କ ସନ୍ଦେହ ଜନକ ମୃତ୍ୟୁ

ଗୋଳାମୁଣ୍ଡା/ମସିହା/୩/୪/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧିକାରୀ ନିକଟରେ ଥିବା ଫୁଣ୍ଡା ଗ୍ରାମର ରାମଚନ୍ଦ୍ର ପଧାନ(୭୦)ଗ୍ରାମ ଫୁଣ୍ଡାର ସନ୍ଦେହ ଜନକ ମୃତ୍ୟୁ ହୋଇ ଥିବାରୁ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଶବ ଜବତ କରି ଥିଲେ, ନିଜ ଘରୁ ପ୍ରାୟ ଦେଡ କିଲୋମିଟର ଦୁରତାରେ ମୃତ୍ୟୁ ଶବ ପଡିଛ, ନିକଟରେ ୩୨କେବି କିଲୋ ୱାଟ ଲାଇନ ନିକଟରେ ଶବ ଜବତ କରିଛନ୍ତି , ଶବ ନିକଟରେ ମୃତ୍ୟୁ ରାମଚନ୍ଦ୍ର ଙ୍କ   ଜ୍ବାଇଁ ଓ  ଝିଅ ପାଞ୍ଚଟି , ସୁଭଦିନି ସାହୁ, ତରଙ୍ଗିନୀ ସାହୁ, ସୁଭାଗିନ ବିଶ୍ୱାଳ, ସନ୍ତୀସିନୀ ସାହୁ ଓ ସୌଦାମିନୀ ବିଶ୍ୱାଳ ପ୍ରମୁଖ ମେଡିଆ ସାମ୍ନାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ, ବାପାକୁ ପୂର୍ବରୁ ଯୋଜନା କରି ମାରି ସେହି ଜମି ନିକଟରେ ଫୋପାଡ଼ି ଦେଇଛନ୍ତି, ଦଶପୁର ପୋଲିସ ଙ୍କୁ ଆଜି   ଏଫ୍ ଆଇ ଆର୍ କରାଯାଇଛି ବୋଲି ପ୍ରକାଶ କରିଛନ୍ତି,ଏହାର ପ୍ରକୁତ ତଦନ୍ତ କରି ଦୋଷୀ କୁ ଦଣ୍ଡ ବିଧାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା

Related posts

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ତିନି ପଦୀ 

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!