ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

ଢେଙ୍କାନାଳ ଗଁଦିଆ ବ୍ଲକ କରଡ଼ାବଣୀ ମହୋତ୍ସବ ରେ ଆମ ପ୍ରିୟ ବିଧାୟକ ସୁଧୀର ସାମଲ ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘ ର ସଦସ୍ୟ ମାନଙ୍କୁ ସମ୍ମାନୀତ କରିଥିବାରୁ ସାମ୍ବାଦିକ ସଙ୍ଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ l କରଡ଼ାବଣୀ ମହୋତ୍ସବ ର ସଭାପତି, ସମ୍ପାଦକ ଓ ବେଗା ସରପଞ୍ଚ ରାହୁଲ ରାଏ ମହାଳିକ ଭାଇ ଙ୍କୁ ମଧ୍ୟ୍ୟ ଅଶେଷ ଅଶେଷ ଧନ୍ୟବାଦ l ,,ଆପଣ ମାନେ ଆମମାନଙ୍କୁ ଢେର ସାରା ସଂମାନ ଭଲପାଇବା ଦେଇଛନ୍ତି।

ଗଁଦିଆ ରୁ ତାପସଦାସଙ୍କ ରିପୋର୍ଟ ମସିହା ନିଉଜ

Related posts

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ରରେ ଏକ ଦିବସୀୟ ବ୍ଳକ ସ୍ତରୀୟ ଦକ୍ଷତା ପ୍ରଶିକ୍ଷଣ ଶିବିର 

Sunil Chandra Nayak

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ଉତ୍ସବ

Sunil Chandra Nayak

ଭାଇବ୍ରାଣ୍ଟ ର ପ୍ରତିଷ୍ଠା ଦିବସ 

Leave a Comment

error: Content is protected !!