ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

ଢେଙ୍କାନାଳ ଗଁଦିଆ ବ୍ଲକ କରଡ଼ାବଣୀ ମହୋତ୍ସବ ରେ ଆମ ପ୍ରିୟ ବିଧାୟକ ସୁଧୀର ସାମଲ ଗଁଦିଆ ମିଳିତ ସାମ୍ବାଦିକ ସଙ୍ଘ ର ସଦସ୍ୟ ମାନଙ୍କୁ ସମ୍ମାନୀତ କରିଥିବାରୁ ସାମ୍ବାଦିକ ସଙ୍ଘ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରୁଛୁ l କରଡ଼ାବଣୀ ମହୋତ୍ସବ ର ସଭାପତି, ସମ୍ପାଦକ ଓ ବେଗା ସରପଞ୍ଚ ରାହୁଲ ରାଏ ମହାଳିକ ଭାଇ ଙ୍କୁ ମଧ୍ୟ୍ୟ ଅଶେଷ ଅଶେଷ ଧନ୍ୟବାଦ l ,,ଆପଣ ମାନେ ଆମମାନଙ୍କୁ ଢେର ସାରା ସଂମାନ ଭଲପାଇବା ଦେଇଛନ୍ତି।

ଗଁଦିଆ ରୁ ତାପସଦାସଙ୍କ ରିପୋର୍ଟ ମସିହା ନିଉଜ

Related posts

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

masiha

କୋଶଲା ମାଳୀ (ପଟେଲ) ସମାଜ ସାଧାରଣ ବୈଠକ

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

Leave a Comment

error: Content is protected !!