ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

ନନ୍ଦଘର ଠାରେ କିଶୋର କିଶୋରୀ ମେଳା 

ନର୍ଲା :(ମସୀହା)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ନର୍ଲା ନନ୍ଦଘର ତଥା ଅଙ୍ଗନୱାଡି କେନ୍ଦ୍ର ଠାରେ ଆଇସିଡିଏସ୍‌ ନର୍ଲା ଆନୂକୁଲ୍ୟରେ କିଶୋର କିଶୋରୀ ମେଳା ମହା ସମାରହରେ ପାଳିତ ହୋଇଛି,ସିଡିପିଓ ବିନୋଦିନୀ ପଣ୍ଡା ଙ୍କ ନେତୃତ୍ତ୍ୱରେ ପରିଚାଳିତ ଏହି କାର୍ଯକ୍ରମ ରେ ନର୍ଲା ସେକ୍ଟର ସୁପର ଭାଇଜର୍‌ ସଂଘମିତ୍ରା ପଟ୍ଟନାୟକ,ଶାନପୁର ସେକ୍ଟର ସୁପର ଭାଇଜର୍‌ ଫୁଲଜେନସୋରିଆ,ନନ୍ଦଘର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ ପ୍ରଧାନୀ ରଂଗୋଲି,ଝୋଟି,କୁଇଜ୍‌,ଗୀତ,ଅଭିନୟ ପ୍ରତିଯୋଗିତା କରାଇ ଥିଲେ,ପୁଷ୍ଟି ସମନ୍ଧିୟ ଷ୍ଟଲ୍‌ ପ୍ରଦର୍ଶନ କରାଯାଇ କିଶୋର କିଶୋରୀ ମେଳା ର ମହତ୍ୱ ଉପରେ ଆଇସିଡିଏସ୍‌ କର୍ମକର୍ତ୍ତା ସଚେତନତା ସୃଷ୍ଟି କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା,ନନ୍ଦଘର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ କିଶୋର କିଶୋରୀ ମେଳା ସଂପର୍କୀତ ନାଟକ ପରିବେଷଣ କରା ଯାଇଥିଲା,ପିତାମ୍ବର ଗଉଡ଼,କୁର୍ତୀବାସ ଦୁବେ,କପୁରଚନ ମାଝୀ,ଜୟରାମ ଚନ୍ଦନ,ଗଣେଶ ବାହୁକ ବୁଧଦେବ ପଧାନ,ବ୍ରଜ ଗଉଡ଼ ଅଭିନୟ କରିଥିବା ବେଳେ ନର୍ଲା ସେକ୍ଟର ର ଅଙ୍ଗନୱାଡ଼ି କର୍ମୀ ମାନେ ସହଯୋଗ କରିଥିଲେ,ଶେଷରେ ସୁପର ଭାଇଜର୍‌ ସଂଘମିତ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ରାୟଗଡ ଜିଲ୍ଲାପାଳ 

masiha

ସର୍ବ ସାଧରଣ ରାସ୍ତାରେଘର ତିଆରି , ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

Sunil Chandra Nayak

ଭାଲୁ ଆକ୍ରମଣ ଜଣେ ମୃତ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!