ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ 

ନର୍ଲା ଧରିତ୍ରୀ ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ 

ନର୍ଲା ମସିହା (ଦିପକ ଠାକୁର) ନର୍ଲାରେ କାର୍ଯ୍ୟରତ ଧରିତ୍ରୀ ଖବର ନର୍ଲ। ପ୍ରତିନିଧି ସାମ୍ବାଦିକ ସନ୍ତୋଷ ପାତ୍ର ଙ୍କ ପିତୃ ବିୟୋଗ ଘଟିଛି l ତାଙ୍କ ବାପା ହୃଷିକେଶ ପାତ୍ର ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ଶଯ୍ୟାଶାୟୀ ଥିଲେ l ତାଙ୍କର ଗୁରୁବାର ଭୋର୍ ସକାଳୁ ପରଲୋକ ହୋଇଯାଇଛି।ସେ ଜଣେ ମେଳାପୀ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ।ସେ ତାଙ୍କର ଜୀବନ ସାରା ଲୋକଙ୍କ ସେବା କରୁ ଥିଲେ ସେ ମଧ୍ୟ ଜଣେ ଧର୍ମ ପରାୟଣ ଜଗନ୍ନାଥ ସେବକ ବ୍ୟକ୍ତି ଥିଲେ ତାଙ୍କ ମୃତ୍ୟୁରେ ନର୍ଲା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟ ର ଖବର ପାଇଲା ପରେ ନର୍ଲା ପ୍ରେସ ର ସଭାପତି ଦୀପକ ଠାକୁର ସଂପାଦକ ଅଜୟ ସେନାପତି,ଙ୍କ ସମେତ ତ୍ରିଲୋଚନ ଗୁଡ଼,ମନୋଜ ଷଡ଼ଙ୍ଗୀ, ସୁଶାନ୍ତ ଚାନ୍ଦ ,ଅନିଲ ଅଗ୍ରୱାଲ ସମସ୍ତ ସଦସ୍ୟ ତ ଶୋକାକୁକ ପରିବାର କୁ ସାନ୍ତ୍ବନା ଦେଇଥିଲେ ଏବଂ.ରାଜ୍ୟ ବିଜେଡି ସମ୍ପାଦକ ବାବୁଲି ମଣ୍ଡଳ , ଜିଲ୍ଲା ବିଜେପି ସଭାପତି ଆର୍ତତ୍ରାଣ ମହାପାତ୍ର ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ସହ ପୁତ୍ର ବଧୁ ପରିବାରର ସମସ୍ତ ସଦସ୍ୟ ଓ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ l ବଡ଼ ପୁଅ ସନ୍ତୋଷ ପାତ୍ର ମୁଖାଗ୍ନି ଦେଇ ଥିଲେ l

Related posts

ମା ଶକ୍ତି ମେଲୋଡି ଦଳ ଉଦଘାଟିତ

Sunil Chandra Nayak

ସେକ୍ଟର ୧୬ ଡିଏଭି ପବ୍ଲିକବିଦ୍ୟାଳୟରେ ଶିଶୁଦିବସ ପାଳନ 

masiha

ହାତୀ ପଲଙ୍କ ଉତ୍ପାତରେ ଘର ଭାଙ୍ଗି ଖାଇଗଲେ ଧାନ,ଚାଉଳ

Sunil Chandra Nayak

Leave a Comment

error: Content is protected !!