ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦଘର ଠାରେ ମହିଳା ଦିବସ ପାଳନ 

ନନ୍ଦଘର ଠାରେ ମହିଳା ଦିବସ ପାଳନ 

   ନର୍ଲା : (ମସୀହା )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ନର୍ଲା ପଞ୍ଚାୟତ ର ଜୁର୍କାଭଟା ନନ୍ଦଘର ଠାରେ ମହିଳା ଦିବସ ପାଳନ ହୋଇଥିଲା,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଅରୁଣ ପ୍ରଧାନୀ ଙ୍କ ନେତୃତ୍ତ୍ୱରେ ପାଳନ ହୋଇଥିବା ଏହି କାର୍ଯକ୍ରମ ରେ ଜୁର୍କାଭଟା ୱାର୍ଡ ସଭ୍ଯା,ମହିଳା ଗୋଷ୍ଠୀ ସଭ୍ଯା ନେତୃତ୍ତ୍ୱ ନେଇ ଏହି ଦିବସ ପାଳନ କରିଥିଲେ,କର୍ମୀ ଧରିତ୍ରୀ ମିଶ୍ର ମହିଳା ଦିବସ ଉପରେ ସଚେତନ ବାର୍ତ୍ତା ଦେବା ପରେ ଅରୁଣ ପ୍ରଧାନୀ ଏହି ଦିନ ର ଲକ୍ଷ୍ୟ,ଉଦେଶ୍ୟରେ ଆଲୋକ ପାତ କରିବା ସହ ସଶକ୍ତ ହେବାକୁ ପରାମର୍ଶ ଦେଇଥିଲେ,ନନ୍ଦଘର ଠାରୁ ଆରମ୍ଭ କରି ଗ୍ରାମ ପରିକ୍ରମା କରା ଯାଇଥିଲା,ମହିଳା ମାନେ ପ୍ଲା କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ ବୁଝାଇ ଥିଲେ,ସମାଜସେବୀ କୁନୁ ଦୁର୍ଗା,ଆଶା ଲକ୍ଷ୍ମୀ ଗଉଡ଼ ସହଯୋଗ କରିଥିଲେ ।

ଦୀପକ ଠାକୁରଙ୍କ ରିପୋର୍ଟ

Related posts

ବାଞ୍ଜିଝାଲ ରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

masiha

ପକ୍ଷୀ ଗଣନା 

masiha

Leave a Comment

error: Content is protected !!