ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର

ରୋଟାରୀ କ୍ଲବ୍ ପକ୍ଷରୁ ଦନ୍ତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର 

କଟକ : କ୍ୟାଣ୍ଟନମେଣ୍ଟ ରୋଟାରୀ କ୍ଲବ ଓ କିଟ ବିଶ୍ଵବିଦ୍ୟାଳୟ ଡେଣ୍ଟlଲ ସାଇନ୍ସ ମିଳିତ ଆନୁକୁଲ୍ୟରେ କଟକ ସଦର ୪୨ମୌଜା ରାଉତରାପୁର ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ ସ୍କୁଲରେ ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଶିବିରରେ ଶହେ ଜଣ ଗ୍ରାମବାସୀ ଦନ୍ତ ଚିକିତ୍ସା କରିଥିଲେ । ସମାଜସେବୀ ପ୍ରଫେସର ଡକ୍ଟର କଳିମୁଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର ଉଦଘାଟନ କରିଥିଲେ l କିଟ ବିଶ୍ଵବିଦ୍ୟାଳୟର ୧୩ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ l ଶିବିରରେ ସଭାପତି ରୋଟାରିଆନ ତବସୁମ ଅକତାର , ସଂପାଦକ ରୋଟାରିଆନ ସୁଭ୍ରା ମହାନ୍ତି, ରୋଟାରିଆନ କାଫିଲୁଲ ବାରି ଖାନ, ପ୍ରଭାତ କୁମାର ମିଶ୍ର,ନିହାର ରଞ୍ଜନ ମହାନ୍ତି,ମିନତି ମିଶ୍ର,ଟୁନା ବି. ପ୍ରଧାନ, ସସ୍ମିତା ସ୍ୱରୂପ ସାମଲ ପ୍ରମୁଖ ଯୋଗ ଦେଇଥିଲେ l ରୋଟାରିଆନ ବିଶ୍ୱଜିତ୍ ସେନାପତି ଶିବିର ପରିଚାଳନାରେ ସହଯୋଗ କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଠାରେ “ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ” , “ବିଶ୍ୱ ଟେଲି ଯୋଗାଯୋଗ ଏବଂ ସୂଚନା ସମାଜ ଦିବସ” ପାଳନ

masiha

ଲଡୁଗାଁ ମାରୱ।ଡି ଯୁବାମଞ୍ଚ ପକ୍ଷରୁ ବବି ଦାସଙ୍କ ଜନ୍ମ ଦିବସ ପାଳନ

Sunil Chandra Nayak

ରାସ୍ତା ଓ ବିଜୁଳି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ କୁସୁମବାହାଳ |ସ୍ୱାଧୀନତାର ୭୬ବର୍ଷ ପରେ ବି ପ୍ରଶାସନର ଦୃଷ୍ଟି ପଡିନି 

masiha

Leave a Comment

error: Content is protected !!