ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ପ୍ରଚାରରେ ମାତିଛନ୍ତି ମିଶନଶକ୍ତି ମହିଳା

ବିଜେଡି ପ୍ରଚାରରେ ମାତିଛନ୍ତି ମିଶନଶକ୍ତି ମହିଳା

ନିର୍ଚାଚନ କମିଶନଙ୍କ କଡା ନିର୍ଦ୍ଦେଶ ଅଛି ରାଜନୈତିକ ଦଳର ପ୍ରଚାର କରିପାରିବେନି ସରକାରୀ କର୍ମଚାରୀ କିମ୍ବା ମିଶନ ଶକ୍ତି ମହିଳା। ହେଲେ ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇ ଦେଇଛନ୍ତି ମିଶନ ଶକ୍ତି ମହିଳା । ପାଟଣାଗଡ ନିର୍ବାଚନ ମଣ୍ଡଳୀରେ BIF EC ସଦସ୍ୟ କୁମା ପ୍ରଧାନ, BIF ଇସି ସଂପାଦକ କୁନି ପାଣିଗ୍ରାହୀ ମହିଳାଙ୍କୁ ଧରି ବିଜେଡି ଦଳର ପୋଷ୍ଟର ଓ ବ୍ୟାନର ଲଗାଉଛନ୍ତି। ଏନେଇ ଫଟୋ ଭାଇରାଲ ହେଉଛି। ନିର୍ବାଚନ କମିଶନ ବିଜେଡି ପ୍ରଚାରରେ ମିଶିଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାୁନଷ୍ଠାନ ନେବାକୁ ଦାବୀ ହେଉଛି।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜେଡି ପକ୍ଷରୁ ଦୁର୍ଗମ ତ୍ରିଲୋଚନପୁରରେ ପଥପ୍ରାନ୍ତ ସଭା

masiha

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!