ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

ଜୁନାଗଡ଼ ସହରରେ ସିସି କେମେରା ଓ ଟ୍ରାଫିକ ନିୟନ୍ତ୍ରଣ ବିଭିନ୍ନ ସଂଗଠନ ପକ୍ଷରୁ ଏସପିଙ୍କୁ ଦାବିପତ୍ର 

ଜୁନାଗଡ଼,୨୫/୫(ମନି ସ )ଜୁନାଗଡ଼ ରେ ବଢ଼ି ଯାଇଥିବା ସଡ଼କ ଦୁର୍ଘଟଣା ବୃଦ୍ଧି, ସହର ର ପ୍ରମୁଖ ସ୍ଥାନରେ ସି ସି କେମେରା ଲଗେଇବା, ନାବାଳକ ବାଳକ ଙ୍କ ଅତି ଦ୍ରୁତ ଗାଡି ଚଲେଇବା,ଟ୍ରାଫିକ ବ୍ୟବସ୍ଥା ନ ମାନିବା ଏପରି ବିଭିନ୍ନ ଦାବି କୁ ନେଇ ବରିଷ୍ଠ ଆଇନଜୀବୀ ଭବେନ୍ଦ୍ର ପଣ୍ଡା, ଜୁନାଗଡ଼ ନଗର ପାଳ ମୁକେଶ ଅଗ୍ରୱାଲ, ବଣିକ ସଙ୍ଘ ର ସମ୍ପାଦକ ପ୍ରଭାତ କୁମାର ଦାଶ, ବ୍ରାହ୍ମଣ ସମାଜ ସଭାପତି ଶାନ୍ତନୁ ଯୋଶୀ, କୋଷାଧକ୍ଷ କୁଵଲେ ପାଣିଗ୍ରାହି, ସମାଜ ସେବି ଲଳିତ ଅଗ୍ରୱାଲ, ଗୋପାଳ ମିତ୍ତଳ, ଜିତେନ୍ଦ୍ର ଶର୍ମା, ସୁରେନ ଗୋଏଲ, ଭାରତ ମୁଣ୍ଡ ଦୀପ୍ତି ମୁଣ୍ଡ, ପ୍ରଶାନ୍ତ ନିଆଲ, ମିକୁନ ପଟନାୟକ, ସ୍ୱରାଜ ଅଗ୍ରୱାଲ ଆଦି ଜୁନାଗଡ଼ ବଣିକ ସଙ୍ଘ, ବ୍ରାହ୍ମଣସମାଜ ଆଦି ବିଭିନ୍ନ ସଂଗଠନ ତରଫରୁ ଏହିସବୁ ଦାବିକୁ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେବ ସହିତ ଅଲକୋଚନା କରିଥିଲେ।ଅତିଶୀଘ୍ର ଏହିସବୁ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସାଆନ୍ଧା ଫାଣ୍ଡି ଓ ପରଜଙ୍ଗ ଥାନା ନେତୃତ୍ବରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଭିଯାନ ଆରମ୍ଭ

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ.

masiha

ରାଇରଙ୍ଗପୁର ଠାରେ ଜାତୀୟ ପଂଚାୟତିରାଜ ଦିବସ-୨୦୨୬ ପାଳିତ. 

Sunil Chandra Nayak

Leave a Comment

error: Content is protected !!