ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

ଜୁନାଗଡ଼ ୪/୭ ( ମ ନି ସ) ଜୁନାଗଡ଼ ବ୍ଲକ ମୁଣ୍ଡରା ଗୁଡା ଠାରେ ଆଞ୍ଚଳିକ ମଞ୍ଚ ପକ୍ଷରୁ ବନମହୋତ୍ସବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ଅବସରରେ ଆଞ୍ଚଳିକ ମଞ୍ଚ ସଭାନେତ୍ରୀ ଅଞ୍ଜଳି ମୁଣ୍ଡଙ୍କ ସଭାପତିତ୍ୱରେ ସ୍ଥାନୀୟ ଧବଳେଶ୍ବର ମନ୍ଦିର ପରିସର ଠାରେ ବୃକ୍ଷରୋପଣ ଓ ସଚେତନତା ଶିବିର ଆୟୋଜନ ହୋଇଯାଇଛି ।ଏଥିରେ ସାଧନା କର୍ମୀ ଭାବେ ଗୋଷ୍ଟି ସହାୟିକା ପଦ୍ମାବତୀ ପଟେଲ ,ପାର୍ବତୀ ରଣା ,ଉଜଳ ପଟେଲ ,ବିଲ।ସିନୀ ନାଗ ପ୍ରମୁଖ ଯୋଗଦାନ କରି ମହିଳା ମାନଙ୍କୁ ଗଛ ଲଗାଇବା ପାଇଁ ସଚେତନ କରିଥିଲେ ।ରଞ୍ଜିତ। ନିଆଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମିତା ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ ହିନ୍ଦୀ ଲେଖକ ,ନାଟ୍ୟକାର ଶ୍ରୀ ଅସଗର ବଜାହତ ଜୀ ଙ୍କୁ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ହିନ୍ଦୀ ବିଭାଗ ରେ ସ୍ଵାଗତ

Sunil Chandra Nayak

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର  ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ …

Sunil Chandra Nayak

ଭୁବନ ରେ ସ୍ୱାଭିମାନ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!