ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶଙ୍କରଡା ବନପାଳଙ୍କ ବିୟୋଗ         

ଶଙ୍କରଡା ବନପାଳଙ୍କ ବିୟୋଗ         

ରାୟଗଡା :- ରାୟଗଡା ଜିଲ୍ଲା ଟିକିରି ରେଞ୍ଜ ର ଶଙ୍କରଡା ବନପାଳ ଗୌତମ ପଣ୍ଡା ଙ୍କ ବ୍ରେନଷ୍ଟ୍ରୋକ ରେ ବ୍ରହ୍ମପୁର ବଡ ମେଡିକାଲ ରେ ମୁର୍ତ୍ୟୁ ଘଟିଛି। ବ୍ରହ୍ମପୁର ରୁ ମୋରଶରୀର କୁ ରବିବାର ତାଙ୍କ ପୈତୃକ ଘର ରାୟଗଡା ଅଣାଯାଇଥିଲା। ଦୁର୍ଭାଗ୍ୟ ଯେ ସେ ୨୦୨୫ ଜୁନ ମାସରେ ଅବସର ଗ୍ରହଣ କରିଥାନ୍ତେ। ତାଙ୍କର ମୁର୍ତ୍ୟୁ ବେଳକୁ ପାଖରେ ତାଙ୍କର ସ୍ତ୍ରୀ, ଝିଅ ଆଉ ପୁଅ ଥିଲେ। ସେ ଜଣେ ମେଳାପୀ, ମିଷ୍ଟଭାଷୀ ଥିଲେ। ତାଙ୍କର ମୁର୍ତ୍ୟୁ ଖବରରେ ରାୟଗଡା ଓ ଟିକିରି ଅଞ୍ଚଳ ରେ ଶୋକର ଶାୟା ଖେଳି ଯାଇଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ ବାଲି ଚାଲାଣ ବେଳେ ଗାଡି ଧରପଗଡ଼ କଲା ପରିବହନ ବିଭାଗ , ୪ ଟି ଟ୍ରାକ୍ଟର ଜବତ ଏକ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା 

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କୁ ବାର୍ଷିକ ଯଜ୍ଞ ଅବସର ରେ “ସଖୀବଟ ସେବା ସମ୍ମାନ” ରେ ସମ୍ବର୍ଦ୍ଧିତ

masiha

ମଗଧା ପାଲିଲେ ହରାଲି ଉଆଁସ 

Sunil Chandra Nayak

Leave a Comment

error: Content is protected !!