ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

ଶ୍ରୀ କୁଞ୍ଜ ବିହାରୀ ଦାଶ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ହୋଇଥିବାରୁ ନବରଙ୍ଗପୁର ଜିଲ୍ଲାରେ ଖୁସିର ଲହରୀ 

ନବରଙ୍ଗପୁର:( ୨୫|୧ )(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତାପାର୍ଟି ର ଜିଲ୍ଲା ସଭାପତି ଭାବେ ଶ୍ରୀ କୁଞ୍ଜ ବିହାରୀ ଦାଶ ନିର୍ବାଚିତ ହୋଇଛନ୍ତି l ଏହି ଅବସରରେ ନବରଙ୍ଗପୁର ସମସ୍ତ ନିର୍ବାଚନ ମଣ୍ଡଳୀରେ ଖୁସିର ଲହରି ଖେଳି ଯାଇଛି l ଜିଲ୍ଲାରେ ଥିବା ସମସ୍ତ କର୍ମୀ ମାନଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଭରି ଯାଇଛି l ବିଜେପି ବରିଷ୍ଠ ନେତା ସୋମନାଥ ପୂଜାରୀ, ଡାବୁଗାଁ ସାଂସଦ ପ୍ରତିନିଧି ଜେ ରାଜ ଶେଖର ରାଓ, ବରିଷ୍ଠ ନେତା ଜୟନ୍ତ ପାତ୍ର, ଦିବାନ ସିଂ, ଜିଲ୍ଲା ସମ୍ପାଦକ ଅରୁଣ ପ୍ରସନ୍ନ ନାୟକ, ବାବୁଲା ଦାସ, ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରl, ପାପଡାହାଣ୍ଡି ସଭାପତି ମନୋଜ କୁମାର ଅଗ୍ରୱାଲ ପ୍ରମୂଖ ଜିଲ୍ଲାର ସମସ୍ତ କର୍ମୀ ମାନଙ୍କ ସହ ଅନ୍ୟମାନେ ଶୁଭେଚ୍ଛା ଜଣାଇ ଛନ୍ତି l ସେ ଜଣେଏକାଧାରରେ ଲୋକପ୍ରିୟ ଜଣା ଶୁଣା ଆଗ ଧାଡିର ନେତା ଥିଲେ l ତାଙ୍କର ଆଗାମୀ ଦିନର ରାଜନୀତି ସରସ ସୁନ୍ଦର ହେବା ସହ ଲୋକପ୍ରିୟତା ଅର୍ଜନ କରୁ ବୋଲି ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସମସ୍ତ କର୍ମୀ ଓ ବୁଦ୍ଧିଜିବୀ ପ୍ରାର୍ଥନା ଜଣାଇଛନ୍ତି l ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଶୁଭେଚ୍ଛା ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵ

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

masiha

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!