ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ପଦ୍ଧନା

ଜିଲ୍ଲା ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ପଦ୍ଧନା

ପାଟଣାଗଡ଼(ଦୁର୍ଯ୍ୟୋଧନ ବର୍ଗେ) ପାଟଣାଗଡ ସ୍ଥିତ ଗଂଞ୍ଜାଉଡ଼ା ଗାଁର ପ୍ରାଙ୍ଗଣରେ ବିଶ୍ୱାବସୁ ଶବର ସମାଜର ସ୍ୱାଗତ ସମ୍ବଦ୍ଧନାରେ ଗାଁର ବିରାଟ ଏକ ଶୋଭା ଯାତ୍ରା ଆରମ୍ଭ ହୋଇଥିଲା l ଏହି ଶୋଭା ଯାତ୍ରାରେ ଶହ ଶହ ମହିଳା ଓ ପୁରୁଷ ଡିଜେ ବାଜାର ତାଲେ ତାଲେ ନାଚି ଗଂଞ୍ଜାଉଡ଼ା ଗାଁର ଶବର ସମାଜ ର ମାଁ ଭଉଣୀ ମାନେ ଶବର ସମାଜ ର ମୂଖ୍ୟ ଅତିଥି ସାରଥି ବାଗଙ୍କୁ ପୁଷ୍ୟ ମାଲ୍ୟ ଉପଢୋକନ ଦେଇ ଭବ୍ୟ ସ୍ଵାଗତ କରିଥିଲେ ପରେ ଗାଁ ମୁଣ୍ଡ ରେ ଏକ ବିଶାଲ ସଭାରେ ଅତିଥି ଏବଂ ଅତିଥି ବୃନ୍ଦ ନିଜର ବକ୍ତବ୍ୟ ରଖିଥିଲେ ।ଏହି ସଭାରେ ଚନ୍ଦ୍ର ଶବର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ଶବର ସମାଜର ପ୍ରଥା ପରମ୍ପରା, ରୀତିନୀତି, କଳା ସଂସ୍କୃତି, ଐତିହ୍ୟ ସୁରକ୍ଷା,ଶିକ୍ଷା,ସାମାଜିକ ଏବଂ ଅର୍ଥନୈତିକ ବିକାଶ ଉପରେ ଆଲୋଚନା ହୋଇଥିଲା l ଜ଼ିଲ୍ଲା ର ସମସ୍ତ ଆଞ୍ଚଳିକ କେନ୍ଦ୍ର, ବ୍ଲକ ସ୍ତରୀୟ କର୍ମକର୍ତ୍ତା , ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା, ସମାଜର ଛାତ୍ର ଯୁବକ କର୍ମଚାରୀ ବୁଦ୍ଧିଜୀବୀ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଏଥିରେ ସର୍ବସମ୍ମତିକ୍ରମେ ୫ ବର୍ଷ ପାଇଁ ଜ଼ିଲ୍ଲା ସଭାପତି ଭାବରେ ସାରଥୀ ବାଗ, ଉପସଭାପତି ଭାବରେ ଅଲେଖ ବେଣ୍ଟକାର (ପାଟଣାଗଡ ଉପଖଣ୍ଡ ), ଜଗନ୍ନାଥ ମାଝୀ (ବଲାଙ୍ଗିର ଉପଖଣ୍ଡ ) ଦିବାକର ଭୋଇ (ଟିଟିଲାଗଡ଼ ଉପଖଣ୍ଡ ) ସାଧାରଣ ସମ୍ପାଦକ ନାରାୟଣ ଭୋଇ, ସହ ସମ୍ପାଦକ ଗୋପାଳ ଜୁଏଡ଼, କୋଷାଧ୍ୟକ୍ଷ ମଧୁ ବିଶ୍ୱାଳ, ସଙ୍ଗଠନ ସମ୍ପାଦକ ମଗଶିର ବିଶ୍ୱାଳ, ଶ୍ରୀ ମହାଦେବ ଶବର (ଅଂଚଳ ସଭାପତି)ଶ୍ରୀ ଶଶିଭୁଷଣ ବାରଲେବଡିଆ ( ବ୍ଲକ୍ ସଭାପତି)ଶ୍ରୀ ଚନ୍ଦ୍ରମଣୀ ବିଶ୍ଵାଲ (ବ୍ଳକ ସଂପାଦକ)ଶ୍ରୀ ଇନ୍ଦ୍ର ଶବର (ଏନ୍.ଏ.ସି. ସଭାପତି)ଶ୍ରୀ ଚନ୍ଦ୍ରମଣୀ ଶବର (ଉପଖଣ୍ଡ ସଭାପତି)ଶ୍ରୀ ସନ୍ତୋଷ ବିଶି (ଉପଖଣ୍ଡ ସଂପାଦକ)ଶ୍ରୀ ସବ୍ୟସାଚୀ ବର୍ଗେ (ଉପଖଣ୍ଡ କୋଷାଧ୍ୟକ୍ଷ)ଶ୍ରୀ ନାରାୟଣ ଭୋଇ (ଜିଲ୍ଲା ସଂପାଦକ) ଶ୍ରୀ ମଧୂ ବିଶ୍ଵାଲ ( ଜିଲ୍ଲା କୋଷାଧ୍ଯକ୍ଷ)ଶ୍ରୀ ଗୋପାଲ ଜୁଏଡ (ଜିଲ୍ଲା ସହ ସଂପାଦକ)ଶ୍ରୀ ଅଲେଖ ବଂଟକାର ( ଜିଲ୍ଲା ଉପ ସଭାପତି)ଶ୍ରୀ ଦିବାକର ଭୋଇ ( ଜିଲ୍ଲା ଉ ସଭାପତି )ଶ୍ରୀ ଜଗନ୍ନାଥ ମାଝୀ (ଜିଲ୍ଲା ଉପ ସଭାପତି) ଶ୍ରୀ ମଗଶୀର ବିଶ୍ଵାଲ (ଜିଲ୍ଲା ସଂଗଠକ)ଶ୍ରୀ ରାଜକିଶୋର ବର୍ଗେ (ଜିଲ୍ଲା ଉପଦେଷ୍ଟା) ଶ୍ରୀ ବସନ୍ତ ନାଗ (ଜିଲ୍ଲା ଉପଦେଷ୍ଟା)ଶ୍ରୀମତୀ ମାନସୀ ବିଶ୍ଵାଲ ଶ୍ରୀ ସହଦେବ ଭୋଇ (ଜିଲ୍ଲା ସଭ୍ୟ ଶ୍ରୀ ଦୁଃଖନାଶନ ମାଝୀ (ଜିଲ୍ଲା ସଭ୍ୟ) ଶ୍ରୀ ଲମ୍ବୋଦର ଗୁରୁ (ଜିଲ୍ଲା ସଭ୍ୟ) ଶ୍ରୀ ସତ୍ୟନାରାୟଣ ବନଗୁଲା ମୁନା କତୁଅଲ, ଯୁବରାଜ ବନଗୁଲା, କିଶୋର ତୁମନିଆ,ମୋହନ ନାୟକ, ଆନ୍ଦ ତୁମୁନିଆ ,(ଏନ୍.ଏ.ସି. ସଂପାଦକ) ଅଂଶ ଗ୍ରହଣ କରିଥିଲେ ! 

Related posts

ରାଇପାହଡରେ ବିକାଶର ନୂଆ ପଦକ୍ଷେପ: କଫି ଚାଷ, ଘର ଓ ସଡକ ଯୋଜନା ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ , ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯିବାକୁ ନିଷ୍ପତ୍ତି

Sunil Chandra Nayak

୧- ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ , ୨- ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

masiha

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!