ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂଚନା

                  ସୂଚନା

ଏତ୍ ଦ୍ଵାରା ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ/ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଆସନ୍ତା ତା ୧୮.୦୬.୨୦୨୫ ରିଖ ପୂର୍ବାହ୍ନ ୧୦.୦୦ ସମୟରେ ସଦଭାବନା ସଭା ଗୃହ, କୋରାପୁଟ ଠାରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଆପଣମାନଙ୍କୁ ଅନୁରୋଧ ଯେଉଁ ମାନଙ୍କ ପେନ୍‌ସନ୍‌ ସମ୍ବନ୍ଧୀୟ ଆପତ୍ତି ଓ ଅଭିଯୋଗ ରହିଛି, ସେମାନେ ଉକ୍ତ ଦିବସରେ ଉପସ୍ଥିତ ରହି ଅଭିଯୋଗ ପତ୍ର ଦାଖଲ କରିପାରିବେ ।
         ସ୍ଵାକ୍ଷର 
ଜିଲ୍ଲାପାଳ, କୋରାପୁଟ

Related posts

ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

masiha

କନ୍ଧମାଳ ମହାସିଙ୍ଗି ଓ ବଇଡାରେ କିଟ୍‍ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‍ପିଟାଲ୍‍ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

Sunil Chandra Nayak

Leave a Comment

error: Content is protected !!