ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ 

ଲାଞ୍ଜିଗଡ଼, ୨୧/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡାଠାରୁ କମର୍ଦ୍ଧାକୁ ସଂଯୋଗ କରୁଥିବା ରାସ୍ତା ଆମ୍ବଝରି ବଞ୍ଜାରୀ ଘାଟିରେ ଭାରସାମ୍ୟ ହରାଇ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଆଜି ସକାଳୁ କମର୍ଦ୍ଧା ପଞ୍ଚାୟତକୁ ପିଡ଼ିଏସ ଚାଉଳ ନେଇ ଯାଉଥିବା ଏହି ଟ୍ରକଟି ବଞ୍ଜାରୀଘାଟିର ଗଡା଼ଣି ଓହ୍ଲାଉଥିବାବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ତେବେ ଏଥିରେ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଲିଆ କୁଣ୍ଡଳ ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ

Sunil Chandra Nayak

5ଟି ସ୍କୁଲ ପରିଦର୍ଶନ ସହ ଛାତ୍ରୀଙ୍କ ସହ ମଧ୍ୟାନ ଭୋଜନ କଲେ ଉପଜିଲାପାଳ ଏବଂ ବିଧାୟକ

Sunil Chandra Nayak

ଭାରତୀୟ ଡାକ ବିଭାଗ ଦ୍ଵାରା ମହିଳା ସଶକ୍ତିକରଣ ନିମନ୍ତେ ସରକାର ଙ୍କର ନୂଆ ଯୋଜନାର ଆଲୋକୀକରଣ

Sunil Chandra Nayak

Leave a Comment

error: Content is protected !!