ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

ମୟୂରଭଂଜ – ୨୨/୦୯ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଗମ୍ଭାରିଆ ପଞ୍ଚାୟତର କଣ୍ଟାଶୋଳା,ଜଗନ୍ନାଥପୁର,ବରଗିଡିହି ,ପାହାଡ଼ ପୁର ଗ୍ରାମକୁ ସରକାରଙ୍କ ଗ୍ରାମାଞ୍ଚଳ ବସ ସେବା ଅପହଞ୍ଚ ।ଵରଗିଡିହି ଗ୍ରାମରେ ୬୦୦ ରୁ ଉର୍ଦ୍ଧ ଲୋକେ ବସବାସ କରୁଛନ୍ତି ।ଵରଗିଡିହିରୁ ଗମ୍ଭାରିଆ ପଞ୍ଚାୟତ କାଯ୍ଯାଳୟ ସୁଦୂର ୫ କିମି ।ସାଧାରଣ ଜନତା ୫ କିମି ଆସି ପୁଣି ଗମ୍ଭାରିଆରୁ ବହଳଦା ବ୍ଳକ କାର୍ଯ୍ୟାଳୟ ୭ କିମି ଦୂର ଅଟେ ।ଜଣେ ୫ କିମି ଆସି ଗମ୍ଭାରିଆରୁ ବ୍ଳକ ଯିବାପାଇଁ ପରିବହନ ସେବା ଉପରେ ନିର୍ଭର କରେ ।କିନ୍ତୁ ବରଗିଡିହି ରୁ ଗମ୍ଭାରିଆ କୁ ଆସି ବାକୁ ପରିବହନ ସେବା ନ ଥିବାରୁ ଛାତ୍ରଛାତ୍ରୀ ମହିଳା,ରୋଗୀ,ବୁଣାବୁଣି ନାହିଁ ନଥିବା ହଇରାଣ ହରକତ ହେବାକୁ ପଡୁଛି ।ତେଣୁ ଆଜି ସୋମବାର ଦିନ ଵରଗିଡିହି ଗ୍ରାମବାସୀ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ଯେପରିକି ବରଗିଡିହିରୁ ଗ୍ରାମାଞ୍ଚଳ ପରିବହନ ସେବା ତୁରନ୍ତ ଯୋଗାଇଦେବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

The Unsung Hero environmentalist Subhakanta .

masiha

ସ୍ପନ୍ଦନ ଙ୍କ ବିୟୋଗେ ଯୋଡ଼ା ବାସୀ ସ୍ତୋବ୍ଧ

Sunil Chandra Nayak

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

masiha

Leave a Comment

error: Content is protected !!