ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ

ନୂଆପଡା ଉପ ନିର୍ବାଚନ ନେଇ ପୋଲିଙ୍ଗ ଦଳକୁ ଅତି ସମ୍ବେଦନଶୀଳ ବୁଥ କୁ ହେଲିକପ୍ଟର ଦ୍ବାରା ଛାଡ଼ିବା ବ୍ୟବସ୍ଥା, ଆଜି ଗୌତମା ଏୟାର ଷ୍ଟ୍ରିପ ରୁ ଗସ୍ତ କାରିବେ 

 ନୂଆପଡା, ନୂଆପଡା ଉପ ନିର୍ବାଚନ ନେଇ ମୋଟ ୮ ଗୋଟି ସମ୍ବେଦନ ଶୀଲ ବୁଥ କୁ ବାୟୁସେନା ସ୍ବତନ୍ତ୍ର ହେଲିକେଟର ରେ ଚାଡ଼ିବା ବ୍ୟବସ୍ଥା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବ ବେଳେ ସମସ୍ତେ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ପ୍ରଥମ ରେ ହେଲିକପ୍ଟର ରେ ବସିବା ଉତ୍ସାହ ଥିବା ବେଳେ ମନରେ ଭୟ ମଧ୍ୟ ରହିଅଛି। କିନ୍ତୁ ସୁରକ୍ଷା ଦାୟିତ୍ଵ ଜିଲ୍ଲା ପୋଲିସ ଥିବା ବେଳେ ସେମାନେ ନିଶ୍ଚିତ ସୁରକ୍ଷିତ ନିର୍ବାଚନ କରି ଫେରିବାକୁ ଆହ୍ବାନ କରିଛନ୍ତି। ଆସନ୍ତା କାଲି ସକାଳ ୭ ଘଣ୍ଟା ରୁ ୪ ଘଣ୍ଟା ପର୍ଯ୍ୟନ୍ତ ନିର୍ବାଚନ ହେବ। ଅପରାହ୍ନ ୪ ଘଣ୍ଟା ର ସମେଦନଶୀଲ ବୁଥ ରୁ ବାହାରିବା କୁ ବ୍ୟବସ୍ଥା କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!