ରାଜନଗର ଜରିମୂଳରେ ବିଜେପି ପାଳିଲା 150 ତମ ବନ୍ଦେମାତରମ ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା: ରାଜନଗର–28.11.025 — କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ 31 ନମ୍ବର ଜେ।ନ ଜରିମୂଳ ହାଟପଡିଆ ଠାରେ ଅନୁଷ୍ଠିତ ହେ।ଇଥିଲା 150ତମ ବନ୍ଦେମାତରମ ବାର୍ଷିକ ଉତ୍ସଵ।ଏହି ଉତ୍ସବରେ ବିଜେଡି କର୍ମୀଙ୍କ ଭଳି ଖାଦ୍ୟ ପେୟର ବ୍ୟଵସ୍ଥା ହେ।ଇ ଗାଡିରେ ମହିଳା ମଣ୍ଡଳ ଏଵଂ ଲେ।କମାନଙ୍କୁ ସଭାକୁ ଅଣା ଯାଇଥିଲା।ହେଲେ ସଭାରେ ଅଧିକାଂଶ ବିଜେପିରେ ମିଶିଥିବା ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ ଏହି ଯେ।ନର ପୁରୁଣା ବିଜେପି କର୍ମୀଙ୍କୁ ସଭା ନିକଟରେ ଦେଖା ମିଳିନଥିବା ବେଳେ ଅସନ୍ତେ।ଷ ହେ।ଇ ସଭା ସ୍ଥଳୀକୁ ଆସିନଥିବା କେତେକ ଅସଲି ପୁରୁଣା ବିଜେପିକର୍ମୀ କହିଛନ୍ତି। ଆହୁରୀ ମଧ୍ଯ ଦୁଖ ପ୍ରକାଶ କରି କହିଥିଲେ ଆଜିର କାର୍ଯ୍ୟ କ୍ରମ ପାଇଁ ଆମର ରାଜ୍ୟ ଉପସଭାପତି ତଥା ବନ୍ଦେମାତରମର ରାଜ୍ୟ ସଂଯେ।ଜକ ଶ୍ରୀ ବିଷ୍ଣୁ ପ୍ରସାଦ ଦାସ ମୁଖ୍ୟ ଅତିଥିଭାବେ ଯେଗ ଦେଵେ ବେ।ଲି ଗତକାଲି ସୁକ୍ରବାର ଠାରୁ ବ୍ୟାନର ରାଜନଗର ଠାରୁ ଜରିମୂଳ ପର୍ଯ୍ୟନ୍ତ ରାସ୍ତା କଡ ବିଦ୍ୟୁତ ଖୁଣ୍ଟ ଓ କେତେକ ଦିଆଲି ମାନଙ୍କରେ ଶ୍ରୀ ବିଷ୍ଣୁ ପ୍ରସାଦ ଦାସଙ୍କ ଫଟେ। ତଳେ ରାଜ୍ୟ ସଭାପତି ଲେଖାଯାଇ ଥିବାରୁ ମେଵାଇଲିକୁ ମେ।ବାଇଲି ଘୁରୁଵୁଲୁଥିବା ଦେଖି କର୍ମିଙ୍କ ମନରେ ଅସନ୍ତେ।ଷ ଦେଖା ଦେଇଛି। ଯାହାକୁ ନେଇ ଵିରେ।ଧିଙ୍କ ସମାଲେ।ଚନାର ଶିକାର ହେଵା ସହ ଆମର ରାଜ୍ୟ ଭାପତି ମନମେ।ହନ ସାମଲଙ୍କ ପ୍ରତି ଅସମ୍ମାନ ସୂଚକ ଆଙ୍ଗୁଳି ନିର୍ଦେଶ କରୁଛି। ଏହାପରେ ବିଧାନସଭା ନେତା ଲଳିତ ବେହେରାଙ୍କ ସଂଯେ।ଜନାରେ।କର୍ମୀମାନଙ୍କ ଗହଣରେ ମୁଖ଼୍ୟ ଅତିଥୀ ଶ୍ରୀଯୁକ୍ତ ଦାସ ଆସି ଆସନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାଵେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସୁନାକର ବେହେରା,ରାଜ୍ୟ ସଦସ୍ୟ ଶ୍ରୀଧର ପ୍ରଧାନ, ମାନସରଞ୍ଜନ ଦାସ, ରାଜୀବ ଲେ।ଚନ ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଜିର ଏହି କାର୍ଯ୍ୟକ୍ରମ ଉପରେ ଆଲେ।କପାତ କରିଥିଲେ।ପଟ୍ଟାମୁଣ୍ଡାଇ ନଗର ସଭାପତି ଅଶେ।କ ଭାଇ, ଦିଲିପ ରାଉତ, ସନ୍ତେଷ ମହାନ୍ତି,ପ୍ରମୁଖ ଉପସ୍ଥିତ ରହିଥିଲେ। ବିକ୍ରମ ବାରିକ ସଭା ପରିଚାଳନା କରୁଥିବା ବେଳେ ଅଜୟ ପାତ୍ର ସୣଙ୍ଖଳା ପାଇଁ ତଦାରଖ କରୁଥିଲେ। ଶେଷରେ ରେ।ଷେଇ ହେ।ଇଥିବା ଖାଦ୍ୟ ଅଭାବ ପଡିବାରୁ ଉପବାସରେ ପାଟିତୁଣ୍ଡ କରି ଲେ।କମାନେ ଫେରି ଯାଇଥିଲେ। ଦଳର ନେତା ଯଦି ପୁରୁଣା ବିଜେପି କର୍ମୀଙ୍କୁ ଅଣଦେଖା କରି ଵିଜେପିରେ ମିଶିଥିବା ବିଜେଡି କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ଆଗଭର କରିବାଟା ଆଗାମୀ ଦିନରେ ମହଙ୍ଗା ପଡିପାରେ ବେ।ଲି 31 ନମ୍ବର ଜେ।ନର ଵହୁତ ପୁରୁଣା ବିଜେପି କର୍ମୀ ଅସନ୍ତୋଷ ହେ।ଇ କହିଛନ୍ତି।
କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ସହ ରାଜନଗର ରୁ ସୁବ୍ରତ ରାଉତ ଙ୍କ ରିପୋର୍ଟ ମସିହା ନିୟୁଜ

