ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଳ ଠାରେ ହୋଣ୍ଡା ର ନୂତନ ସୋରୁମ୍ ଉଦଘାଟିତ 

ଚାରବାହାଳ ଠାରେ ହୋଣ୍ଡା ର ନୂତନ ସୋରୁମ୍ ଉଦଘାଟିତ 

ଜୁନାଗଡ଼ ୧/୧୨(ମନୀସ)କଳାହାଣ୍ଡି ଜିଲ୍ଲାର ଚାରାବାହାଳ ଠାରେ ହୋଣ୍ଡା କମ୍ପାନୀ ପକ୍ଷରୁ ଗୌରୀ ଶଙ୍କର ହୋଣ୍ଡା ଶୋରୁମ୍ ଭବାନୀପାଟଣା ମହେଶ ଅଟୋ ମୋବାଇଲ ର ଡାଇରେକ୍ଟର ମନୋଜ କୁମାର ଅଗ୍ରୱାଲ ଙ୍କ କର କମଳରେ ଉଦଘାଟିତ ହେଇଯାଇଛି । ଯେଉଁଥିରେ ହୋଣ୍ଡା ର ସମସ୍ତ ପ୍ରକାର ମୋଟରସାଇକେଲ ଓ ସ୍କୁଟର ଉପଲବ୍ଧ ରହିବ।ନୂତନ ଗାଡି ବିକ୍ରି ସହ ଉତ୍ତମ ସେବା ଓ ସମସ୍ତ ପ୍ରକାର ସ୍ପେୟର ପାର୍ଟସ ମଧ୍ଯ ପାଇପାରିବେ । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡକ୍ଟର ଦୀନବନ୍ଧୁ ସାହାଣୀ, ପ୍ରକାଶ ମାଝୀ, ଆଇନ ଜିବୀ ଲଳିତ କିଶୋର ପଣ୍ଡା, ପ୍ରତାପ କିଶୋର ପଣ୍ଡା, ରମେଶ ପଣ୍ଡା, ସୁରେଶ ପଣ୍ଡା,ବିଜୟ ପଣ୍ଡା ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ସୋରୁମ ର ମ୍ୟାନେଜର ଦୀପକ କୁମାର ସିଂହ,ସିମରନ ସାଗର, ଇସାନ କର , ଫାଲଗୁନୀ ସିଂହ, ବାସୁଦେବ ଗହିର, ପିଣ୍ଟୁ ଶବର, ଜିତେନ୍ଦ୍ର ନାଏକ,ଗୌତମ ନାଏକ, ସହଯୋଗ କରିଥିଲେ ଏହି ଅବସରରେ ମହେଶ ହୋଣ୍ଡା ଭବାନୀପାଟଣା ର ସର୍ଭିସ୍ ମ୍ୟାନେଜର କୈବଲ୍ୟ ଖର୍ସେଲ ଓ ଜୀବନ ଦୀପ ନନ୍ଦୀ ଗ୍ରାହକ ଙ୍କୁ କିପରି ଭାବରେ ସେବା ଦେବା ସେ ବିଷୟରେ ଗୌରୀ ଶଙ୍କର ହୋଣ୍ଡା ର କର୍ମଚାୀମାନଙ୍କୁ ଟ୍ରେନିଂ ଦେଇଥିଲେ । ଶେଷରେ ଗୌରୀ ଶଙ୍କର ହୋଣ୍ଡା ର ପ୍ରୋପାଇଟର ଆଦିତ୍ୟ କୁମାର ପଣ୍ଡା ଧନ୍ୟବାଦ୍ ଦେଇଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ନର୍ଲା ରିପୋଟର୍ସ୍ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ  ‘କର୍ମ ହିଁ ଉପାସନା’ ଉପରେ ଆଲୋକପାତ  

masiha

ମୃତ ଦାଦନଙ୍କ ପରିବାରଙ୍କୁ କଂଗ୍ରେସ ନେତାଙ୍କ ସହାୟତା

Sunil Chandra Nayak

Leave a Comment

error: Content is protected !!